ସାରେସାଇକ୍ଲିନ
ଏହା ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଣ୍ଟିବାୟୋଟିକ ।
ସାରେସାଇକ୍ଲିନ (ଇଂରାଜୀ ଭାଷାରେ Sarecycline) ହେଉଛି ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଣ୍ଟିବାୟୋଟିକ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଣ-ନୋଡୁଲାର୍ ପ୍ରକାରର ମଧ୍ୟମରୁ ଗମ୍ଭୀର ଧରଣର ବ୍ରଣ ପାଇଁ ବ୍ୟବହୃତ ହୁଏ । ଏହା ପାଟିଦ୍ୱାରା ନିଆଯାଏ |
Clinical data | |
---|---|
Pronunciation | sar"e sye' kleen |
Trade names | Seysara |
Synonyms | P-005672 |
AHFS/Drugs.com | monograph |
MedlinePlus | a618068 |
data |
|
Pregnancy category |
|
Legal status | |
Legal status |
|
Identifiers | |
| |
ECHA InfoCard | 100.241.852 |
Chemical and physical data | |
Formula | C24H29N3O8 |
Molar mass | ୪୮୭.୫୧ g·mol−1 |
3D model (JSmol) | |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଲାଗେ | [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ, ମୁଣ୍ଡ ବୁଲାଇବା, କ୍ଲୋଷ୍ଟ୍ରିଡିୟମ ଡିଫିସିଲ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଏକ ଔଷଧ ଅଟେ ।
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସାରେସାଇକ୍ଲିନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୩] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ହୋଇନାହିଁ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Sarecycline Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 10 October 2021.
- ↑ "FDA-approved Labeling-Package Insert for Seysara" (PDF). Drugs@FDA. June 2020. Archived (PDF) from the original on June 7, 2020. Retrieved September 5, 2020.
- ↑ "Seysara Prices, Coupons & Savings Tips - GoodRx". GoodRx. Retrieved 10 October 2021.
- ↑ "Sarecycline". SPS - Specialist Pharmacy Service. 30 March 2017. Archived from the original on 11 October 2021. Retrieved 10 October 2021.