ସାରଦା ମୁଖାର୍ଜୀ
ଭାରତୀୟ ରାଜନୀତିଜ୍ଞ
ସାରଦା ମୁଖାର୍ଜୀ (ଜନ୍ମ ୨୪ ଫେବୃଆରୀ ୧୯୧୯ , ମୁମ୍ବାଇ [୧]) ଜଣେ ମହିଳା ରାଜନୀତିଜ୍ଞ ଥିଲେ ଓ ସେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବିବାହ ପୂର୍ବ ନାମ ସାରଦା ପଣ୍ଡିତ ଥିଲା ଓ ସେ ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ 1987 ମସିହାରୁ 1983 ମସିହା ଯାଏ ରହିଥିଲେ । ସେ ଏୟାର ଚିଫ ମାର୍ଶଲ ସୁବ୍ରତ ମୁଖାର୍ଜୀଙ୍କୁ ୧୯୩୭ ବିବାହ କରିଥିଲେ । ତାଙ୍କର ଜଣେ ପୁତ୍ର ଅଛନ୍ତି ।
ସାରଦା ମହାରାଷ୍ଟ୍ରର ରତ୍ନଗିରି ଲୋକ ସଭା ମଣ୍ଡଳୀରୁ ତୃତୀୟ ଓ ଚତୁର୍ଥ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । [୨]
References
ସମ୍ପାଦନା- ↑ "Members Profile". Retrieved 23 ଫେବୃଆରୀ 2012.
- ↑ "Former Members of Lok Sabha". Retrieved 23 ଫେବୃଆରୀ 2012.