ସାମାଲଖା ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ପନିପତ୍ ଜିଲ୍ଲାରେ ଅବସ୍ଥିତ ।

Samalkha
city
Country India
StateHaryana
DistrictPanipat
Elevation
227 m (745 ft)
Population
 (2011)
 • Total୩୮,୬୭୫
Languages
 • OfficialHindi
Time zoneUTC+5:30 (IST)
Telephone code0180-
Freight Train at Samalkha Station


ଭୌଗଳିକ ଅବସ୍ଥିତି

ସମ୍ପାଦନା

ସାମାଲଖା ୨୯.୨୩୫୮ ଉତ୍ତର ଅକ୍ଷାଂଶ ଓ ୭୭.୦୧୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାମାଲଖା ସହରର ମୋଟ ଜନସଂଖ୍ୟା ୨୯୮୫୬ ଅଟେ ।[] ସେଥି ମଧ୍ୟରୁ ୫୪.୭୧% ଜଣ ପରୁଷ ହୋଇଥିବା ବେଳେ ୪୫.୨୯% ଜଣ ନାରୀ ଅଟନ୍ତି । ସାମାଲଖାର ସାକ୍ଷରତା ହାର ୬୭.୯୩% ଅଟେ । ଏହା ଜାତୀୟ ହାରଠାରୁ -୩.୦୯% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୪% ପ୍ରତିଶତ ପୁରୁଷ ଓ ୨୭.୫୯% ନାରୀ ଅଟନ୍ତି । ୧୪.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ସାମାଲଖାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା