ସମୟ (ଖବରକାଗଜ)

ଓଡ଼ିଆ ଖବରକାଗଜ
(ସାପ୍ତାହିକ ସମୟରୁ ଲେଉଟି ଆସିଛି)

'ସମୟ' ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରତିଷ୍ଠିତ ଏକ ଓଡ଼ିଆ ଖବରକାଗଜ ।

ସମୟ
ମାଲିକଆଶୀର୍ବାଦ ପ୍ରକାଶନ ପ୍ରା.ଲି.
ପ୍ରତିଷ୍ଠାତାବସନ୍ତ କୁମାର ବିଶ୍ୱାଳ
ପ୍ରକାଶକପତିତପାବନ ମହାପାତ୍ର
ମୁଖ୍ୟ ସମ୍ପାଦକସାତକଡ଼ି ହୋତା
ପରିଚାଳନା ସମ୍ପାଦକରଞ୍ଜିବ ବିଶ୍ୱାଳ
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://www.orissasamaya.com

ସମୟ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ବ୍ରହ୍ମପୁରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଅଛି ।

ଆଧାର ସମ୍ପାଦନା