ସାତ୍ତୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ବିରୁଧୁ‌‌ନଗର ଜିଲ୍ଲାରେ ଅବସ୍ଥିତ ।

Sattur
Town
Country India
StateTamil Nadu
DistrictVirudhunagar
Government
 • TypeSecond Grade Municipality
 • BodySattur Municipality
Area
 • ସମୁଦାୟ3 km2 (1 sq mi)
Elevation
56 m (184 ft)
Population
 (2011)
 • Total୨୯,୩୯୮
 • Density413/km2 (1,070/sq mi)
Languages
 • OfficialTamil
Time zoneUTC+5:30 (IST)
PIN
626 203
Telephone code91-4562
ଯାନବାହାନ ପଞ୍ଚୀକରଣTN 67
Websitewww.sattur.info



ଭୌଗଳିକ ଅବସ୍ଥିତି

ସମ୍ପାଦନା

ସାତ୍ତୁର ୯.୩୫୨୯ ଉତ୍ତର ଅକ୍ଷାଂଶ ଓ ୭୭.୯୧୭୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତ୍ତୁର ସହରର ମୋଟ ଜନସଂଖ୍ୟା ୩୧୨୭୪ ଅଟେ ।[] ସେଥି ମଧ୍ୟରୁ ୪୯.୧୩% ଜଣ ପରୁଷ ହୋଇଥିବା ବେଳେ ୫୦.୮୭% ଜଣ ନାରୀ ଅଟନ୍ତି । ସାତ୍ତୁରର ସାକ୍ଷରତା ହାର ୭୫.୪୭% ଅଟେ । ଏହା ଜାତୀୟ ହାରଠାରୁ -୧୦.୬୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୭% ପ୍ରତିଶତ ପୁରୁଷ ଓ ୩୫.୧୯% ନାରୀ ଅଟନ୍ତି । ୧୦.୮୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତାମିଲ ସାତ୍ତୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା