ସାଉସାର
ସାଉସାର ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ଛିନ୍ଦ୍ୱର ଜିଲ୍ଲାରେ ଅବସ୍ଥିତ ।
Sausar | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Chhindwara |
Elevation | 352 m (1,155 ft) |
Population (2011)[୧] | |
• Total | ୨୭,୪୫୯ |
Time zone | UTC+5:30 (IST) |
Pin Code | 480106 |
ଯାନବାହାନ ପଞ୍ଚୀକରଣ | MP-28 |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାଉସାର ୨୧.୬୫୬୯ ଉତ୍ତର ଅକ୍ଷାଂଶ ଓ ୭୮.୭୯୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୬୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଉସାର ସହରର ମୋଟ ଜନସଂଖ୍ୟା ୨୪୩୧୨ ଅଟେ ।[୩] ସେଥି ମଧ୍ୟରୁ ୫୧.୮୧% ଜଣ ପରୁଷ ହୋଇଥିବା ବେଳେ ୪୮.୧୯% ଜଣ ନାରୀ ଅଟନ୍ତି । ସାଉସାରର ସାକ୍ଷରତା ହାର ୭୧.୦୯% ଅଟେ । ଏହା ଜାତୀୟ ହାରଠାରୁ ୬.୨୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୯୬% ପ୍ରତିଶତ ପୁରୁଷ ଓ ୩୧.୧୩% ନାରୀ ଅଟନ୍ତି । ୧୨.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ସାଉସାରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.