ସାଇଲୁ
ସାଇଲୁ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ପର୍ଭନି ଜିଲ୍ଲାରେ ଅବସ୍ଥିତ ।
Sailu
सेलू سیلو Selu | |
---|---|
town | |
Country | India |
State | Maharashtra |
District | Parbhani |
Government | |
• Body | Municipal Council |
• MAYOR | Suresh Korde |
Elevation | 415 m (1,362 ft) |
Population (2011) | |
• Total | ୪୬,୯୧୫[୧] |
Languages | |
• Official | Marathi |
• Other | Urdu [୨] |
Time zone | UTC+5:30 (IST) |
PIN | 431503 |
Telephone code | 02451 |
ଯାନବାହାନ ପଞ୍ଚୀକରଣ | MH 22 |
Website | eselu |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାଇଲୁ ୨୦.୮୩୭୪ ଉତ୍ତର ଅକ୍ଷାଂଶ ଓ ୭୮.୭୦୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୭୨ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଇଲୁ ସହରର ମୋଟ ଜନସଂଖ୍ୟା ୩୯୮୫୪ ଅଟେ ।[୪] ସେଥି ମଧ୍ୟରୁ ୫୨.୦୦% ଜଣ ପରୁଷ ହୋଇଥିବା ବେଳେ ୪୮.୦୦% ଜଣ ନାରୀ ଅଟନ୍ତି । ସାଇଲୁର ସାକ୍ଷରତା ହାର ୬୫.୬୮% ଅଟେ । ଏହା ଜାତୀୟ ହାରଠାରୁ -୦.୮୪% ପ୍ରତିଶତ କମ ଅଟେ । ସେଥିରୁ ୩୮.୪୧% ପ୍ରତିଶତ ପୁରୁଷ ଓ ୨୭.୨୭% ନାରୀ ଅଟନ୍ତି । ୧୩.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାମରାଠୀ ସାଇଲୁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Sailu Demography". Census 2011. Retrieved 12 May 2015.
- ↑ "National Commission for Linguistic Minority". 50th/report/nclm. Retrieved 20 Sep 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.