ସାଇମେଟିକୋନ

ଏହା ଏକ ଔଷଧ ଯାହା ଅତ୍ୟଧିକ ଅନ୍ତନଳୀ ଗ୍ୟାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ସାଇମେଟିକୋନ, ସାଇମେଥିକୋନ୍ ବନାନ ମଧ୍ୟ କରାଯାଏ, ଏହା ଏକ ଔଷଧ ଯାହା ଅତ୍ୟଧିକ ଅନ୍ତନଳୀ ଗ୍ୟାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାର ଉପକାରର ପ୍ରମାଣ ଅସ୍ପଷ୍ଟ ଅଛି ।[୨] ଏହା ପାଟିରେ ଦିଆଯାଏ ।[୧] ଯୁକ୍ତରାଷ୍ଟ୍ରରେ ବେବି କଲିକ ପାଇଁ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ କିନ୍ତୁ ଯୁକ୍ତରାଜ୍ୟରେ ସେହି ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୁଏ ।[୧] [୩]

ସାଇମେଟିକୋନ
Clinical data
Trade namesGas-X, Infacol, Wind-eze, others
SynonymsActivated dimeticone
AHFS/Drugs.commonograph
Routes of
administration
By mouth
Legal status
Legal status
Pharmacokinetic data
BioavailabilityNone
Protein binding0%
MetabolismNot metabolized
Elimination half-lifeN/A
Excretionfeces
Identifiers
  • Poly(dimethylsiloxane), silicon dioxide
ECHA InfoCard100.107.016 Edit this at Wikidata
Chemical and physical data
Formula(C2H6OSi)n · (SiO2)m
Molar massvariable
  (verify)

ଏହି ଔଷଧ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ ।[୧] ସ୍ତନ୍ୟପାନ କରେଇବା ଏବଂ ଗର୍ଭଧାରଣ ସମୟରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ ।[୧] [୪] ଏହା ଅନ୍ତନଳୀ ମଧ୍ୟରେ କାର୍ଯ୍ୟ କରେ ଏବଂ ବୁଦବୁଦଗୁଡିକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ ବୋଲି କୁହାଯାଏ ।[୧]

ସାଇମେଟିକୋନ ୧୯୫୦ ମସିହା ଦଶକରୁ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହେଉଛି ।[୫] ବିନା ପ୍ରେସକ୍ରିପସନରେ ଏହା ଉପଲବ୍ଧ ହୁଏ ।[୧] ଏହା ଅପେକ୍ଷାକୃତ ଶସ୍ତା ଅଟେ ।[୬] ଏହା ଅନ୍ୟାନ୍ୟ ଔଷଧ ଯେପରିକି ଲୋପେରାମାଇଡ୍ ଏବଂ ଆଣ୍ଟାସିଡ୍ ସହିତ ମିଳିତ ଭାବରେ ଉପଲବ୍ଧ ହୋଇପାରେ ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Simethicone Monograph for Professionals". Drugs.com (in ଇଂରାଜୀ). Archived from the original on 26 June 2018. Retrieved 7 October 2020.
  2. Modi, Ronak; Clearfield, Harris R.; Levitt, Michael (July 2013). "Belching, Bloating and Flatulence" (in ଇଂରାଜୀ). American College of Gastroenterology. Archived from the original on 2018-07-28. Retrieved 2017-08-27.
  3. ୩.୦ ୩.୧ BNF 79 : March 2020. London: Royal Pharmaceutical Society. 2020. p. 68, 72. ISBN 9780857113658.
  4. Briggs, Gerald G.; Freeman, Roger K.; Yaffe, Sumner J. (2012). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 1334. ISBN 978-1-4511-5359-0. Archived from the original on 2021-08-29. Retrieved 2020-10-07.
  5. Chandrasekhara, Vinay; Elmunzer, B. Joseph; Khashab, Mouen; Muthusamy, V. Raman (2018). Clinical Gastrointestinal Endoscopy E-Book (in ଇଂରାଜୀ). Elsevier Health Sciences. p. 351. ISBN 978-0-323-54792-5. Archived from the original on 2021-08-29. Retrieved 2020-10-07.
  6. Kellerman, Rick D.; Association, KUSM-W. Medical Practice (2020). Conn's Current Therapy 2020, E-Book (in ଇଂରାଜୀ). Elsevier Health Sciences. p. 58. ISBN 978-0-323-73299-4. Archived from the original on 2021-08-29. Retrieved 2020-10-07.