ଲୋପେରାମାଇଡ
ଲୋପେରାମାଇଡ, ଔଷଧ ଇମୋଡିଅମ ନାମରେ ବିକ୍ରି ହେଲେ ମଧ୍ୟ ଅନେକ ଅନ୍ୟ ନାମରେ ମିଳେ,[୧] ଓ ବାରମ୍ବାର ତରଳ ଝାଡ଼ା ହେଉଥିଲେ ତାହାର ହାର କମେଇବାକୁ ଦିଆଯାଏ ।[୨] ଏହି କାରଣ ନିମନ୍ତେ ଏହା ଅନ୍ୟ ରୋଗ ଯଥା ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ, ଇନଫ୍ଲାମେଟରି ବାୱେଲ ଡିଜିଜ, ଓ ସର୍ଟ ବାୱେଲ ସିଣ୍ଡ୍ରୋମ. ଏହା ଝାଡ଼ାରେ ରକ୍ତ ପଡ଼ିଲେ ଦିଆଯାଏ ନାହିଁ । ଏହି ଖାଇବାକୁ ଦିଆଯାଏ ।[୨]
Clinical data | |
---|---|
Pronunciation | /loʊˈpɛrəmaɪd/ |
Trade names | Imodium, others[୧] |
Synonyms | R-18553 |
AHFS/Drugs.com | monograph |
MedlinePlus | a682280 |
Pregnancy category | |
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 0.3% |
Protein binding | 97% |
Metabolism | Liver (extensive) |
Elimination half-life | 9-14 hours[୨] |
Excretion | Faeces (30-40%), urine (1%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.053.088 |
Chemical and physical data | |
Formula | C29H33ClN2O2 |
Molar mass | 477.037 g/mol (513.506 with HCl) |
3D model (JSmol) | |
| |
| |
(what is this?) (verify) |
ଏହି ଔଷଧର ମୁଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କୋଷ୍ଠବଦ୍ଧ, ନିଦ୍ରାହାନୀ, ବାନ୍ତି ଓ ଶୁଖିଲା ପାଟି ଉଲ୍ଲେଖଯୋଗ୍ୟ । ଟକ୍ସିକ ମେଗାକୋଲୋନ ହେବା ସଙ୍କଟ ମଧ୍ୟ ରହେ ।[୨] ଗର୍ଭାବସ୍ଥାରେ ଏହି ଔଷଧ ପ୍ରୟୋଗର ନିରାପତ୍ତା ଯଦିଓ ସନ୍ଦେହଜନକ ତେବେ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ । [୩] ଏହା ସ୍ତନ୍ୟପାନ ସମୟରେ ଦେଲେ ନିରାପଦ ।[୪] ଏହା ଏକ ପ୍ରକାର ଓପିଅଏଡ (opioid) ଯାହା ଅବଶୋଷିତ ହୋଇପାରେ ନାହିଁ । [୫] ଅନ୍ତନଳୀର ସଙ୍କୋଚନ ଧୀର କରିଦିଏ । [୨]
ଲୋପେରାମାଇଡ ସନ ୧୯୬୯ରେ ପ୍ରଥମେ ତିଆରି ହୋଇଥିଲା ଓ ଚିକିତ୍ସାରେ ସନ ୧୯୭୬ରେ ବ୍ୟବହୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୨][୮] ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ପ୍ରାୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର ।[୯] ଆମେରିକାରେ ଏହାର ଡୋଜ ପିଛା ମୂଲ୍ୟ ୦.୨୦ ଆମେରିକୀୟ ଡଲାର । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ Drugs.com International brands for loperamide Page accessed Sept 4, 2015
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Loperamide Hydrochloride". The American Society of Health-System Pharmacists. Retrieved Aug 25, 2015.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ "Loperamide use while Breastfeeding". Retrieved 26 August 2015.
- ↑ "loperamide hydrochloride". NCI Drug Dictionary. Retrieved 26 August 2015.
- ↑ Patrick, Graham L. (2013). An introduction to medicinal chemistry (Fifth edition. ed.). Oxford: Oxford University Press. p. 644. ISBN 9780199697397.
{{cite book}}
: External link in
(help)|ref=
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richard J. (2013). Tarascon pocket pharmacopoeia (14 ed.). [Sudbury, Mass.]: Jones & Bartlett Learning. p. 217. ISBN 9781449673611.
- ↑ "Loperamide HCL". International Drug Price Indicator Guide. Archived from the original on 10 May 2017. Retrieved 26 August 2015.