ସରାଇପାଳି
ସରାଇପାଳି , ଭାରତୀୟ ରାଜ୍ୟ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏକ ସହର । ଏଠାରୁ ମଧ୍ୟ ପ୍ରଦେଶ ରାଜ୍ୟର ପ୍ରଥମ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ରବୀଶଙ୍କର ଶୁକ୍ଲା ନିର୍ବାଚିତ ହେଇଥିଲେ ।
ସରାଇପାଲି | |
---|---|
city | |
Nickname: SPL | |
Country | India |
State | Chhattisgarh |
District | Mahasamund |
Government | |
• Type | Nagar Palika |
• Body | Nagar Palika Parishad Saraipali |
Population (2011) | |
• Total | ୨୦,୧୧୮ |
Languages | |
Time zone | UTC+5:30 (IST) |
493558 | 493558 |
ଯାନବାହାନ ପଞ୍ଚୀକରଣ | CG |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାସରାଇପାଳିର ଭୌଗୋଳିକ ଅବସ୍ଥିତି 21.33°N 83.0°Eଠାରେ । ଏହା ଓଡ଼ିଶା ରାଜ୍ୟ ଓ ଛତିଶଗଡ଼ ରାଜ୍ୟର ସୀମା ଅଞ୍ଚଳରେ ଅବସ୍ଥିତ । ଏହି ସହର ରାଜ୍ୟ ରାଜଧାନୀ ରାୟପୁରଠାରୁ 157 କିଲୋମିଟର ଦୂରରେ ଅବସ୍ଥିତ । ଓଡ଼ିଶାର ପଦ୍ମପୁର ଓ ବରଗଡ ସହରଠାରୁ ଏହାର ଦୂରତା ଯଥାକ୍ରମେ ମାତ୍ର 37 କିଲୋମିଟର ଓ 66 କିଲୋମିଟର । 2011 ଜନଗଣନା ଅନୁସାରେ ଏହା ଛତିଶଗଡ଼ ରାଜ୍ୟର ସର୍ବାଧିକ ବୃଦ୍ଧି ଲାଭ କରୁଥିବା ସହର ମଧ୍ୟରୁ ଏକତମ । ଏଠାରେ ରେଳ ପଥ ବା ବିମାନ ବନ୍ଦର ନାହି , କିନ୍ତୁ ରାସ୍ତାଦ୍ୱାରା ଏହା ସଂଯୁକ୍ତ ।
Politics
ସମ୍ପାଦନାThe present President of Municipality is Smt. Saraswati Chandrakumar Patel (BJP) and MLA of Saraipali is Shree Ramlal Chauhan (BJP). 1st Mla- Pt.Ravishankar Shukla 1st president of municipal co.-Lt.Virendra Singh 1st Female president of municipal co.-Smt Shani Amar Bagga
ଶିଷ୍ୟା
ସମ୍ପାଦନା- ଏଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ କଲେଜ , ସ୍କୁଲ , ଇଂରାଜୀ ମିଡିଆମ ସ୍କୁଲ ସମୂହ ରହିଛି ।
ଦର୍ଶନୀୟ ସ୍ଥାନ
ସମ୍ପାଦନା- ଶ୍ରୀ ଦୂର୍ଗା ମନ୍ଦିର
- ଗାୟତ୍ରୀ ମାତା ମନ୍ଦିର
- ପଞ୍ଚାବନ ଶିବ ମନ୍ଦିର
- ଶ୍ରୀ ରାମ ମନ୍ଦିର
- ଶ୍ରୀ ଶିବ ମନ୍ଦିର
- ଶ୍ରୀ ବାବା ମନ୍ଦିର
- ଶନି ଦେବ ମନ୍ଦିର
- ରାଧା କୃଷ୍ଣମନ୍ଦିର
ଏହା ବ୍ଯତୀତ ଏଠାରେ ଚର୍ଚ , ମସଜିଦ .ଓ ଗୁରୁଦ୍ୱାରା ମାନ ରହିଛି ।
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ସରାଇପାଳିର ଜନସଂଖ୍ୟା 20,118 ଥିଲା ।[୧] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିଲା ବେଳେ ମହିଳା ସଙ୍ଖ୍ୟା 48 % ଥିଲା । ସରାଇପାଳିର ସାକ୍ଷ୍ୟରତା ହାର 69 % ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଥିଲା ।
References
ସମ୍ପାଦନା- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.