ସମ୍ବଲପୁରରେ ଶିକ୍ଷା
(ସମ୍ବଲପୁର ରେ ଶିକ୍ଷ୍ୟାରୁ ଲେଉଟି ଆସିଛି)
ସମ୍ବଲପୁର, ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସହର ତଥା ସଦର ମହକୁମା । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୩୨୧ କିଲୋମିଟର ଦୂରରେ ଅବସ୍ଥିତ । ୧୮୭୬ ମସିହାରେ ସମ୍ବଲପୁର ମୁନିସିପାଲିଟି ହିସାବରେ ମାନ୍ୟତା ପାଇଥିଲା । ସମ୍ବଲପୁର ସହରକୁ ପଶ୍ଚିମାଞ୍ଚଳର ବ୍ୟବସାୟୀକ ରାଜଧାନୀ କୁହାଯାଏ । ହୀରାକୁଦ ବନ୍ଧ, ସମ୍ବଲପୁରୀ ଶାଢ଼ୀ, ସମ୍ବଲପୁରୀ ନୃତ୍ୟ, ଶୀତଳ ଷଷ୍ଠୀ ଯାତ୍ରା, ହୁମାର ବିମଳେଶ୍ୱର ଦେଉଳ ଆଦି ସମ୍ବଲପୁରକୁ ଭାରତରେ ପରିଚିତ କରାଇ ଥାଆନ୍ତି ।[୧]
ସମ୍ବଲପୁରରେ ଥିବା ଶିକ୍ଷାନୁଷ୍ଠାନମାନଙ୍କ ସାରଣୀ
ସମ୍ପାଦନାବିଶ୍ୱବିଦ୍ୟାଳୟ ଓ କଲେଜ ସମୂହ
ସମ୍ପାଦନା- ଆଇଆଇଏମ ସମ୍ବଲପୁର
- ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ
- ସମ୍ବଲପୁର ବିଶ୍ବବିଦ୍ୟାଳୟ : ଓଡ଼ିଶା ବିଧାନ ସଭାଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଠନ ପାଇଁ ୧୯୬୬ ମସିହାରେ ପାସ ହେଇଥିବା ବିଲ ଅନୁଯାୟୀ ୧୯୬୭ ମସିହା ଜାନୁଆରୀ ୧ ତାରିଖରେ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ମହାବିଦ୍ୟାଳୟମାନଙ୍କୁ ସହବନ୍ଧିତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ ହେଇଥିଲା । ଅସ୍ଥାୟୀ ଭାବରେ ଏହା ସମ୍ବଲପୁରରେ ରହିବା ପରେ ୧୯୭୩ ମସିହାରେ ବୁର୍ଲା ସହର ନିକଟସ୍ଥ ନିଜସ୍ୱ କେମ୍ପସକୁ ସ୍ଥାନାନ୍ତର ହେଲା । ଏହାର ନିଜସ୍ୱ କେମ୍ପସକୁ 'ଜ୍ୟୋତି ବିହାର' କୁହାଯାଏ ।
- ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(VSSUT) : ୧୯୫୬ ମସିହାରେ ଓଡ଼ିଶା ରାଜ୍ୟର ପ୍ରଥମ ଇଂଜିନିଯରିଂ କଲେଜ ହିସାବରେ ଖୋଲିଥିଲା । ଏଥିରୁ ଅଦ୍ୟାବଧି ୧୦,୦୦୦ ରୁ ଅଧିକ ଇଂଜିନିଯରିଂ ଗ୍ରାଜୁଏଟ ତଥା ୨୦୦୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଇଂଜିନିଯରିଂର ବିଭିନ୍ନ ବ୍ରାଞ୍ଚରେ ଉତ୍ତିର୍ଣ ହେଇସାରିଲେଣି ।
- ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ
- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
ସମ୍ବଲପୁର ଓ ନିକଟବର୍ତୀ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଓ ଅନନ୍ୟ ଶିକ୍ଷାନୁଷ୍ଠାନ
ସମ୍ପାଦନା- Sambalpur Chapter of THE INSTITUTE OF COST ACCOUNTANTS OF INDIA,Sambalpur [୧] Archived 2016-11-26 at the Wayback Machine.
- Women's College, Sambalpur
- NSCB College
- Hindi Teacher Training College, Sambalpur
- Orissa Medical College of Homoeopathy & Research, Sambalpur
- VSS Medical College & Hospital, Sambalpur Official website
- Lajpat Rai Law College, Sambalpur
- Silicon Institute of Technology, Sason, Sambalpur[୨]
- G.M.Junior College,
- VSS Institute of Science Dhankauda
- NAC College Burla
- Hirakud College Hirakud
- Surajmal College, Rengali
- Ramkali Devi Trust Higher Secondary School, Budharaja
- Govt.Women's College,
- NSCB College Dhanupalli
- Samaleswari College
ସ୍କୁଲ ସମୂହ
ସମ୍ପାଦନା- Govt. Deaf & Dumb High School, Burla
- Sri Aurobindo School (SAIIE&R)
- St. Joseph's Convent Higher Secondary School, Sambalpur
- Central School (KV)
- Delhi Public School, Sambalpur
- Madanawati Public School
- Veer Surendra Sai English Medium School, Dhankauda, Samblapur
- University Campus UGME School
- Lady Lewis Girls High School
- Jyoti Vihar High School Burla
- DAV Public School Burla
- Saraswati Vidya Mandir Dhanupali
- Town High School,
- CSB Zilla School
- Morden Public School Sonapali
- Gurunanak Public School
- Government Boys High School, Burla
- Government Boys High School, Hirakud
- Jaya Durga College Padiabahal
- Municipal Girls High School
- CS Colony High School
- Govt. Girls High School, Balibandha
- Budharaja High School
- SDS Municipal Girls High School
- BM Pattnaik ME School
- Saraswati Sishu Mandir
- Kansar GP High School
- Brooks Hill, Pry School
- Govt Girls High School Hirakud
- Sasan High School
- Hindi High School
- Shree Ganesh Girls High School, Dhanupali
- Khetarajpur High School
- Police High School,
- SB high School Gopalpali
- Balika Vidyalaya Khetrajpur
- Officers Colony PRY School Burla
- Golgunda Pry School Burla
- Mhatabnagar Pry School Burla
- Goudapali Pry School
- Central Line Pry School Burla
- A Kantapali Pry School
- Kirba UP School
- Sadeipali UGME School
- Dhankauda Pry School
- Sason Pry School
- Kinsir Pry School
- Padhanpali Pry School
- Sagunpali Pry School
- Pitapali Pry School
- Hirakud UGUP School
- Naxapali, Pry School
- Ainthapali, Pry School
- Remed, Pry School
- Bhatra UGME School
- Ashapali UGUP School
- Dhanupali UGUP School
ଖେଳ କୁଦ ଶିକ୍ଷାନୁଷ୍ଠାନ
ସମ୍ପାଦନା- ସମ୍ବଲପୁର ଫୁଟବଲ ଏକାଡେମୀ : ଏହି ଏକାଡେମୀଟି ହୀରାକୁଦ ବନ୍ଧ ନିକଟସ୍ଥ ପିତାପଲ୍ଲୀଠାରେ ଅବସ୍ଥିତ । ଏଠାରେ ପ୍ରଶିକ୍ଷୁମାନଙ୍କୁ ବିନାମୂଲ୍ୟରେ ରହିବା ଓ ପଢିବାର ସୁବିଧା ଦିଆଯାଇଥାଏ ।
ଆଧାର
ସମ୍ପାଦନା- ↑ "Places of Interest". sambalpur.nic.in. Sambalpur district. Retrieved 31 July 2019.
- ↑ Silicon Institute of Technology Archived 2011-03-16 at the Wayback Machine..