ସମତା ଦାସ

ଭାରତୀୟ ଅଭିନେତ୍ରୀ

ସମତା ଦାସ, ବଙ୍ଗଳା ଭାଷାର ଜଣେ ଭାରତୀୟ ଅଭିନେତ୍ରୀ ଅଟନ୍ତି । [] ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ବଙ୍ଗଳା କଥାଚିତ୍ର ମୋଣ୍ଡୋ ମେୟେର ଉପାଖ୍ୟାନ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ଏହି ଚରିତ୍ର ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।

ସମତା ଦାସ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ସମତା ବଙ୍ଗଳା ଦୂରଦର୍ଶନ ଅଭିନେତା ଶଙ୍କର ଚନ୍ଦ୍ରଙ୍କୁ ବିବାହ କରିଛନ୍ତି । ହାୟର୍ ସେକେଣ୍ଡାରୀ ଶିକ୍ଷା ଶେଷ କରିବା ପରେ, ସେ ବିବାହ କରିଥିଲେ ଏବଂ ବିବାହ ପରେ, ସେ କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜୋଗେଶ ଚନଦ୍ର ଚୌଧୁରୀ କଲେଜରେ ପଢ଼ିଥିଲେ ।[]

ଅଭିନୟ ଜୀବନ

ସମ୍ପାଦନା

ଅଭିନିତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୨ ମୋଣ୍ଡୋ ମେୟେର ଉପାଖ୍ୟାନ
ଦେଶ ସୁପ୍ରଭା ଚୌଧୁରୀ
୨୦୦୫ ନାଗୋର୍ଦୋଳା
ଏକ ମୁଥୋ ଛବି
ମନିକା ଲତିକା
୨୦୦୬ ହିରୋ
୨୦୦୭ ଦସ୍ ଦିନ୍ ପୋରେ ବାସନ୍ତି
୨୦୦୮ ଲାଲ ରଙ୍ଗେର ଦୁନିୟା

ଅଭିନୀତ ଧରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା
୨୦୦୫–୨୦୦୯ ଏକ ଅକାଶେର ନିଚେ ତୁସ୍କି
ଶୋନାର ହରିନ୍
ଚୋଖେର ତାରା ତୁଇ ମିତୁଲ
୨୦୧୨ ନଦେର ନିମାଇ
୨୦୧୭ କରୁଣାମୟୀ ରାଣୀ ରଶ୍ମୋନୀ ଯୋଗମାୟା
୨୦୧୯ ଶ୍ରୀମୟୀ ଶ୍ରୀମୟୀଙ୍କ ଭଉଣୀ
୨୦୧୯–୨୦୨୧ ସୌଦାମିନୀର ସଂସାର ମୋୟନ୍ମୋଥି
୨୦୨୦–୨୦୨୧ ସରସ୍ୱତୀର ପ୍ରେମ ଅନୁ
ଦତ୍ତ ଆଣଡ ବୌମା
୨୦୨୨–୨୦୨୩ ଗୌରି ଏଲୋ ସୁଜାତା
୨୦୨୨ ବୋଧିସତ୍ତ୍ୱର ବୋଧବୁଦ୍ଧି କଳ୍ପନା
ଧୂଲୋକୋନା ଅଦିତି
୨୦୨୩ ରାମପ୍ରସାଦ
  1. "Samata Das movies, filmography, biography and songs". Cinestaan. Archived from the original on 20 August 2019. Retrieved 20 August 2019.
  2. "Spotlight – Samata Das". The Telegraph. Calcutta, India. 10 November 2007. Archived from the original on 3 February 2013. Retrieved 22 October 2012.

ବାହାର ଲିଙ୍କ୍

ସମ୍ପାଦନା