ସପୁତରା
Saputara
સાપુતારા abode of serp | |
---|---|
Hill station | |
State | Gujarat |
District | Dang District |
Elevation | 1,000 m (3,000 ft) |
Population (2001) | |
• Total | ୬,୩୦୧ |
• Density | 3,151/km2 (8,160/sq mi) |
Languages | |
• Official | Gujarati |
Time zone | UTC+5:30 (IST) |
PIN | 394720 |
Telephone code | +02631 |
ଯାନବାହାନ ପଞ୍ଚୀକରଣ | GJ |
Website | http://www.saputara.net/ |
ସପୁତରା ଭାରତୀୟ ରାଜ୍ୟ ଗୁଜରାଟର ଡଙ୍ଗା ଜିଲ୍ଲାରେ ଏକ ଶୈଳ ନିବାସ ତଥା ମୁନସିପାଳ ସହର । ଏକ
ଭୌଗୋଳିକ ସ୍ଥିତି
ସମ୍ପାଦନାପଶ୍ଚିମ ଘାଟ ପର୍ବତମାଳର ଡାଙ୍ଗ ଜଙ୍ଗଲ ଅଞ୍ଚଳରେ ଏହି ଶୈଳ ନିବାସ ରହିଛି । ଏହି ରେଞ୍ଜର ପତ୍ତନ ପ୍ରାୟ 900 ମିଟର ।
ବ୍ୟୁପତ୍ତି ସପୁତରାର ଅର୍ଥ " ସର୍ପମାନଙ୍କ ଆବାସ " । ଏଠାରେ ନିକଟରେ ବହି ଯାଉଥିବା ସର୍ପଗଙ୍ଗା ନଦୀର ତଟରେ ସର୍ପ ମୂର୍ତିକୁ ଆଦିବାସୀ ମାନଙ୍କଦ୍ୱାରା ହୋଲି ସମୟରେ ପୂଜା କରାଯାଇଥାଏ ।
ସପୁତରା ସୁରାଟରୁ ୧୭୨ କିଲୋମିଟର ଦୂରରେ ଓ ମୁମ୍ବାଇଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ । ମହାରାଷ୍ଟ୍ର ରାଜ୍ୟ ସୀମାରେଖା ଏଠାରୁ ପ୍ରାୟ ୪ କିଲୋମିଟର ଦୂର ଦେଇ ଯାଇଛି । ସପୁତରାକୁ ଏକ ଉନ୍ନତ ଶୈଳ ନିବାସ କରିବା ପାଇଁ ସମସ୍ତ ପ୍ରକାର ସୁବିଢା ଦିଅ ଯାଇଛି । ଏଠାରେ ପରବତୟା ଆବାସ , ସ୍ୱୀମିଂ ପୁଲ , ବୋଟ କ୍ଲବ , ଥିଏଟର , ରୋପ-ୱେର ବ୍ୟବସ୍ଥା କରାଯାଇଛି । ଏଠାରେ ଏକ ମିଉଜିଅମ ମଧ୍ୟ ରହିଛି । ସପୁତରାଠାରୁ ୬୦ କିଲୋମିଟର ଦୂରରେ ବରଦୀପଡା ଅଭୟାରଣ୍ୟ ଓ ୫୨ କିଲୋମିଟର ଦୂରରେ ଗିରା ଜଳପ୍ରପାତ ଦର୍ଶନୀୟ ସ୍ଥାନ ହିସାବରେ ରହିଛି ।
ଦର୍ଶନୀୟ ସ୍ଥାନ ସବୁ
ସମ୍ପାଦନା- କଳାକାର ଗ୍ରାମ - ଏଠାରେ ପଲ୍ଲି ନିର୍ମିତ କୁଟୀର ଶିଳ୍ପ ଜିନିଷ ସବୁ ମିଳିଥାଏ। ଏଠାରେ ମଧ୍ୟ ପରଜ୍ଯତତ ମାନଙ୍କ ପାଇଁ ରହଣିର ବ୍ୟବସ୍ଥା ରହିଛି । [୧]
- ବଂଶଡା ଜାତୀୟ ପାର୍କ - DFOଙ୍କଠାରୁ ଅନୁମତି ନେଇ ଏଠାକୁ ଭ୍ରମଣ ପାଇଁ ଯାଇ ହୁଏ ।
- ପୂର୍ଣା ଅଭୟାରଣ୍ୟ - ଏହା ମହଲଠାରେ ଅବସ୍ଥିତ
- ସାତପୁର ହ୍ରଦରେ ବୋଟିଙ୍ଗ
- ସାନ ରାଇଜ ପୋଇଣ୍ଟ
- ରୋପ ୱେ
- ଗିରା ପ୍ରପାତ[୨]
- ଗୀରାମଲ ପ୍ରପାତ
- ସାବରି ଧାମ
- [୨]Gira Falls: Is an excursion option 52 km from Saputara. Best during the months of June to November.[୨]
- Giramal Fall: Water fall in Purna wild-life century near Girmal village on Gira river.
- Shabri Dham: Shabri mata temple located near Subir village on Ahwa-Navapur road.
- Gardens
- Rose Garden, a garden with many varieties of roses.
- Step Garden, a garden set up in steps. On the steps are laid plants and flower pots
- Lake Garden, on the banks of Saputara Lake
ଯାତାୟତ ସୁବିଧା
ସମ୍ପାଦନାଏଠାରୁ ୪୬ କିଲୋମିଟରରେ ହିନ୍ଦୁ ଧର୍ମ ସ୍ଥଳୀ ସପ୍ତଶ୍ରୁଙ୍ଗୀକୁ ଯାଇ ହୁଏ । ଏଠାକୁ ଆସିବାକୁ ସୁରାଟ ବିମାନ ବନ୍ଦର ନିକଟତମ । ଏହା ୧୭୨ କିୟମିଟର ଦୂରରେ ଅଛି । ନିକଟସ୍ଥ ରେଳ ଷ୍ଟେସନ ବିଳିମୋରଠାରେ ରହିଛି ।[୩]
ଗ୍ୟାଲେରି
ସମ୍ପାଦନା-
The Dang forest, en route to Saputara
-
Saputara lake viewed from ropeway cab
-
Saputara lake.
-
Valley viewed from sunset point.
-
A village amidst vast spans of Dang forest.
-
Gira Water Fall on Waghai-Saputara road.
ଆଧାର ସବୁ
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2011-10-09. Retrieved 2016-10-29.
{{cite web}}
: Cite has empty unknown parameter:|1=
(help) - ↑ ୨.୦ ୨.୧ ୨.୨ "ଆର୍କାଇଭ୍ କପି". Archived from the original on 2014-04-09. Retrieved 2016-10-29.
{{cite web}}
: Cite has empty unknown parameter:|1=
(help) - ↑ http://www.saputarahillstation.com/how_reach_saputara.html How to Reach Saputara?