ସଜଫୁଲ ଆକାଶବାଣୀ କଟକ ଦ୍ବାରା ପ୍ରଚାରିତ ସୁଗମ ସଙ୍ଗୀତର ଏକ ବିଶେଷ କାର୍ଯ୍ୟକ୍ରମ ।[୧][୨][୩] ବିଂଶ ଶତାବ୍ଦୀଷାଠିଏ ଦଶକରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଦ୍ୟାବଧି ତିଷ୍ଠି ରହିଛି । ପ୍ରତି ମାସରେ ସପ୍ତାହକୁ ଥରେ ତିନୋଟି ଗୀତ ଶୁଣିବାକୁ ମିଳୁଥିବା ଏହି କାର୍ଯ୍ୟକ୍ରମରେ ଜଣେ ଗାୟକ ଓ ଜଣେ ଗାୟିକା ପ୍ରଥମେ ଏକକ ଭାବେ ଓ ଶେଷରେ ଦୈତ କଣ୍ଠରେ ଗାଆନ୍ତି । ଏହି ଗୀତଗୁଡ଼ିକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଉଥିବାରୁ ସେଗୁଡ଼ିକ ସାଧାରଣତଃ ସୁମଧୁର ଏବଂ ଲୋକପ୍ରିୟ ହୋଇଥାଏ ।

ସର୍ବପ୍ରଥମ ସଜଫୁଲ କାର୍ଯ୍ୟକ୍ରମରେ ଚାରୋଟି ଗୀତ ସମ୍ପାଦନା

ଗୀତ ଗୀତିକାର ଗାୟକ / ଗାୟିକା ସଙ୍ଗୀତ ନିର୍ଦ୍ଦେଶକ
ଝରି ଝରି ଯାଏ ହେରେକ ଫୁଲ ପର୍ଶୁରାମ ପଟ୍ଟନାୟକ ଅକ୍ଷୟ ମହାନ୍ତି ଭୁବନେଶ୍ୱର ମିଶ୍ର
ଆଷାଢ଼ ଶ୍ୟାମ ଶାଢ଼ୀ ଆଉ କେବେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ହୁଁ ହୁଁ ହସେ ରାତି ଅକ୍ଷୟ ମହାନ୍ତିକଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ଚକୋରି ଗୋ କାନ୍ଦନା ଜୋଛନା ରାତେ [୧] ଅକ୍ଷୟ ମହାନ୍ତି

ସେହିପରି, ଅଗଷ୍ଟ ୧୯୬୯ରେ ପ୍ରଚାରିତ ହୋଇଥିବା ସଜଫୁଲ କାର୍ଯ୍ୟକ୍ରମରେ ନିମ୍ନଲିଖିତ ଶିଳ୍ପୀମାନେ ଥିଲେ।

ଗୀତ ଗୀତିକାର ଗାୟକ / ଗାୟିକା ସଙ୍ଗୀତ ନିର୍ଦ୍ଦେଶକ
ଆକାଶ ଯେ ମୋତେ ପାଗଳ ଧନଞ୍ଜୟ ଶତପଥୀ
ବନ ମୟୂରୀ ମୋ ବୟସି [୨] ଭୁବନେଶ୍ବରୀ ମିଶ୍ର
ଝୁମକୁ ଝୁମା ନାଚିବି ନାଚ ତୋ ଧନଞ୍ଜୟ ଶତପଥୀଭୁବନେଶ୍ବରୀ ମିଶ୍ର

ଆଧାର ସମ୍ପାଦନା

  1. All India Radio, N.D.; Srinivasan, P. (1977). AKASHVANI: Vol. XLII, No. 29 ( 17 JULY, 1977 ). 76 Akashvani (July-Oct) 1977 (in ଜର୍ମାନ). All India Radio (AIR),New Delhi. p. 70. Retrieved 16 December 2023.
  2. Delhi, P.D.N. (1961). AKASHVANI: Vol. XXVI. No. 6. ( 5 FEBRUARY, 1961 ). 07 Akashvani (Jan-Feb) 1961 (in ଜର୍ମାନ). Publications Division (India),New Delhi. p. 62. Retrieved 16 December 2023.
  3. All India Radio, N.D. (1974). AKASHVANI: Vol. XXXIX, No. 17 ( 5 MAY, 1974 ). 63 Akashvani (Apr-June) 1974 (in ଜର୍ମାନ). All India Radio (AIR),New Delhi. p. 737. Retrieved 16 December 2023.

AKASHVANI: Vol. XXVI. No. 6. ( 5 FEBRUARY, 1961 ) - Page 62 Saja Phula (New songs of this month): Sung by Angurbala Roy and Balkrishna Das. [୩]