ଶ୍ୟାମସୁନ୍ଦରପୁର

ଭାରତରେ ଗ୍ରାମ

ଶ୍ୟାମସୁନ୍ଦରପୁର , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ଏକ ପ୍ରାଚୀନ ଗ୍ରାମ .[୧]ଏହାର ଜନସଂଖ୍ୟା ପ୍ରାୟ 2500 ଓ ଏହା ଢଳଭୂମଗଡ ଓ ବରହଗୁଡା ନିକଟରେ ଅବସ୍ଥିତ ।ଏହି ସ୍ଥାନରେ 9 ତମ ଶତାବ୍ଦୀ ନିର୍ମିତ ପ୍ରାଚୀନ ମନ୍ଦିର ସବୁ ରହିଛି ।[୨][୩]

ଆଧାର  ସମ୍ପାଦନା

  1. Ministry of Rural Development
  2. At Shyamsundarpur village and Pragalapur village are the 9th century. Rameswar Temple; Jogindra Villa Palace; Hanuman Temple, Chandra Chuda & Matengeswar Temple; Gandharadi Temple, Padmatola Sanctuary, and Nayakpada Cave.
  3.  https://en.wikipedia.org/wiki/Western_Odisha#Balangir