ଶ୍ରେଣୀ ଆଲୋଚନା:ଇତାଲୀୟ ଚିତ୍ରକର

ଦ୍ଵନ୍ଦ ସମ୍ପାଦନା

ଇତାଲୀୟ ନା ଇଟାଲୀୟ  ? --ଆଦିତ୍ୟ ମହାର (ଆଲୋଚନା) ୧୨:୩୯, ୩ ସେପ୍ଟେମ୍ବର ୨୦୧୪ (UTC)

ଓଡ଼ିଆରେ କିଛି ଜାଗାରେ ଇତାଲୀୟ ବ୍ୟବହାର ହେବାର ନଜିର ଥିଲେ ହେଁ ଇଟାଲୀୟ ଓଡ଼ିଆ ଉଚ୍ଚାରଣ ଦୃଷ୍ଟିରୁ ଠିକ । ଓଡ଼ିଆରେ "ଇଟାଲୀ" ଲେଖାଯାଏ ଓ ପଢ଼ାଯାଏ । ତେଣୁ ଏ ଦ୍ୱନ୍ଦକୁ ଏଡ଼ାଇ ଇଟାଲୀୟ ଲେଖିବା ଠିକ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୨୮, ୩ ସେପ୍ଟେମ୍ବର ୨୦୧୪ (UTC)
ରାଧାନାଥଙ୍କର 'ଇତାଲୀୟ ଯୁବା' ଗୋଟିଏ ଲେଖା ଥିଲା । ତାହାରି ଆଧାରରେ ଏମିତି ଲେଖିଥିଲି । ବଦଳେଇ ଦେଉଛି ।--ଶିତିକଣ୍ଠ (ଆଲୋଚନା) ୧୮:୫୪, ୩ ସେପ୍ଟେମ୍ବର ୨୦୧୪ (UTC)
Return to "ଇତାଲୀୟ ଚିତ୍ରକର" page.