ଶ୍ରୀ ମାଧୋପୁର
ଶ୍ରୀ ମାଧୋପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ ।
Sri Madhopur | |
---|---|
town | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Sikar |
Population (2001) | |
• Total | ୨୮,୪୮୦ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 332715 |
ଭୌଗଳିକ ଅବସ୍ଥିତି
ସମ୍ପାଦନାଶ୍ରୀ ମାଧୋପୁର ୨୭.୪୬୬୦ ଉତ୍ତର ଅକ୍ଷାଂଶ ଓ ୭୫.୫୯୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶ୍ରୀ ମାଧୋପୁର ସହରର ମୋଟ ଜନସଂଖ୍ୟା ୨୮୪୮୦ ଅଟେ ।[୨] ସେଥି ମଧ୍ୟରୁ ୫୨.୬୮% ଜଣ ପରୁଷ ହୋଇଥିବା ବେଳେ ୪୭.୩୨% ଜଣ ନାରୀ ଅଟନ୍ତି । ଶ୍ରୀ ମାଧୋପୁରର ସାକ୍ଷରତା ହାର ୬୬.୧୬% ଅଟେ । ଏହା ଜାତୀୟ ହାରଠାରୁ ୧.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୪% ପ୍ରତିଶତ ପୁରୁଷ ଓ ୨୫.୮୧% ନାରୀ ଅଟନ୍ତି । ୧୫.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଶ୍ରୀ ମାଧୋପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.