ଶ୍ରୀଧର ସ୍ୱାମୀ ଜଣେ ଭାରତୀୟ ସାଧକ ଓ ଟୀକାକାର ଥିଲେ ।[୧][୨][୩] ସେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ନୃସିଂହଙ୍କର ଉପାସକ ଥିଲେ ଓ ଭାବାର୍ଥ ଦୀପୀକାଭଟ୍ଟି ଆଦି ଗ୍ରନ୍ଥ ରଚନା କରିଥିଲେ । କେତେକଙ୍କ ମତରେ ସେ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ବୈଷ୍ଣବ ଥିଲେ । ଏହି ସମ୍ପ୍ରଦାୟରେ କବି ଜୟଦେବ ଓ ବଲ୍ଲଭାଚାର୍ଯ୍ୟ ମଧ୍ୟ ଥିଲେ । ଏମାନେ ଶୁଦ୍ଧାଦ୍ୱୈତ ବାଦର ପ୍ରଚାରକ ଥିଲେ ।

ଶ୍ରୀଧର ସ୍ୱାମୀ
Born୧୩୦୧ ଖ୍ରୀଷ୍ଟାବ୍ଦ
Died୧୩୭୩ ଖ୍ରୀଷ୍ଟାବ୍ଦ
Other namesଟୀକା ଶ୍ରୀଧର
Occupationପୌରାଣିକ କବି
Notable workଓଡ଼ିଆ ଭାଗବତର ଟୀକା


ଜୀବନ କାଳ ସମ୍ପାଦନା

ଶ୍ରୀଧର ସ୍ୱାମୀ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ନିକଟରେ ଥିବା ମରେଇ ଗାଁ(ମୟୁରଗ୍ରାମ)ରେ ୧୪ଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କର ଭକ୍ତିଭାବ ଯୋଗୁଁ ପରେ ପୁରୀଠାରେ ଗୋବର୍ଧନ ପୀଠରେ ମହନ୍ତ ଭାବରେ ତାଙ୍କୁ ବଛାଯାଇଥିଲା ।

ରଚନାବଳୀ ସମ୍ପାଦନା

  • ଶ୍ରୀମଦ ଭଗବଦଗୀତାର ସୁବୋଧିନୀ ଟୀକା[୬]
  • ଶ୍ରୀମଦ ଭାଗବତର ଭାବାର୍ଥ ଦୀପିକା ଟୀକା
  • ବିଷ୍ଣୁ ପୁରାଣର ଆତ୍ମପ୍ରକାଶ ଟୀକା[୭]
  • ବାଳବୋଧିନୀ ଟୀକା
  • ପଦାର୍ଥ ପ୍ରକାଶିକା
  • ବେଦ ସ୍ମୃତି ଟୀକା
  • ଅଥର୍ବ ବେଦର କର୍ମସମୂଚ୍ଚୟ ଟୀକା
  • ବ୍ରଜବିହାର କବିତା

ବାଣୀ ସମ୍ପାଦନା

ଦ୍ରଷ୍ଟବ୍ୟ ସମ୍ପାଦନା

  1. Orissa Society of Americas 17th Annual Convention Souvenir: For Annual Convention Held in 1986 at Toronto, Canada. Odisha Society of the Americas. pp. 50–. GGKEY:PCZEPH8UN9Y.
  2. Ramesh Prasad Mohapatra (1986). Archaeology in Orissa: Sites and Monuments. B.R. Publishing Corporation. ISBN 978-81-7018-348-8.
  3. Cultural Heritage of [Orissa]: Dhenkanal. State Level Vyasakabi Fakir Mohan Smruti Samsad. 2002. ISBN 978-81-902761-5-3.
  4. ଶିବଦାସ କୁଣ୍ଡୁ (26 December 2012). "Scholar's works await recognition". www.telegraphindia.com. telegraph. Archived from the original on 26 June 2021. Retrieved 26 June 2021.
  5. SHRIDHARA SWAMI
  6. The Orissa Historical Research Journal. Superintendent of Research and Museum. 2004.
  7. Pradipta Kumar Panda (1987). Contribution of Orissa to Sanskrit Creative Literature. Pratibha Prakashan.

ବାହାର ଲିଙ୍କ ସମ୍ପାଦନା