ଏହା ମନୋଜ ଦାସଙ୍କଦ୍ୱାରା[୧] ରଚିତ ଗଳ୍ପ ସଂକଳନ ।[୨] ଏହାର ପ୍ରକାଶନ କାଳ ୧୯୬୬ ।[୩]

ସଂକଳିତ ଗଳ୍ପ ସମ୍ପାଦନା

ଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:

  1. ଏକ ଚୋରିର ବୃତ୍ତାନ୍ତ
  2. ବିଲେଇ
  3. ଅନ୍ତରଙ୍ଗ
  4. ସଉକ୍
  5. ଦୂର ନିର୍ଜନ ସୁର
  6. କୂଅ
  7. ଝଡ଼ର ଗତିପଥେ
  8. ଅତିକ୍ରାନ୍ତ
  9. ନିଜନପୁରରେ କେତୋଟି ସନ୍ଧ୍ୟା
  10. ତୃତୀୟ ପୁରୁଷ
  11. ମନୁଷ୍ୟ-ମର୍କଟ ସଂବାଦ
  12. ଅବଶିଷ୍ଟ ପୃଥିବୀ
  13. ଚଳନ୍ତା କାହାଣୀ
  14. ଅଦୃଷ୍ଟ ମୂହୁର୍ତ୍ତ
  15. ଶେଷ ବସନ୍ତର ଚିଠି

ଆଧାର ସମ୍ପାଦନା

  1. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
  2. Indian Literature. Sähitya Akademi. 1967.
  3. Nava Kishor Das (2012). Odisha. Seagull Books. ISBN 978-81-7046-293-4.

ବାହାର ଆଧାର ସମ୍ପାଦନା

  • ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. 2010.

ବାହାର ଲିଙ୍କ ସମ୍ପାଦନା