ଶୃତି ଦାସ

ଭାରତୀୟ ଅଭିନେତ୍ରୀ

ଶୃତି ଦାସ ଜଣେ ଭାରତୀୟ ବଙ୍ଗଳା-ଭାଷୀ ଅଭିନେତ୍ରି । ସେ ମୁଖ୍ୟତଃ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ୨୦୧୯ ମସିହାରେ, ସେ ତ୍ରିନୟନୀ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ଦେଶେର ମାଟିରଙ୍ଗ ବୋଉ ଭଳି ଧାରାବାହିକ ପାଇଁ ସେ ଜଣାଶୁଣା ।

ଶୃତି ଦାସ
ଜନ୍ମ (1996-09-30) ୩୦ ସେପ୍ଟେମ୍ବର ୧୯୯୬ (ବୟସ ୨୮)[]
କଟୱା, ପଶ୍ଚିମ ବଙ୍ଗ, ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନ
  • ଡିଡିସି ଗାର୍ଲସ୍ ହାଇସ୍କୁଲ, କଟୱା
  • ବିଦ୍ୟାସାଗର କଲେଜ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନର୍ତ୍ତକୀ
ସକ୍ରିୟ ବର୍ଷ୨୦୧୯–ଏବେଯାଏଁ
ଉଲ୍ଲେଖନୀୟ କୃତି
  • ତ୍ରିନୟନୀ
  • ରଙ୍ଗା ବୋଉ

ବ୍ୟକ୍ତିଗତ ଜୀବନ

ସମ୍ପାଦନା

୯ ଜୁଲାଇ ୨୦୨୩ରେ, ସେ ପ୍ରଯୋଜକ ତଥା କଥାଚିତ୍ର ନିର୍ମାତା ସ୍ୱର୍ଣ୍ଣେନ୍ଦୁ ସମାଦ୍ଦାରଙ୍କୁ ବିବାହ କରିଛନ୍ତି ।[][]

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଚ୍ୟାନେଲ୍ ମନ୍ତବ୍ୟ ଭୂମିକା
୨୦୧୯–୨୦୨୦ ତ୍ରିନୟିନୀ ଜୀ ବାଂଲା ତ୍ରିନୟିନୀ ଅର୍ଥାତ ନୟନ[] ମୁଖ୍ୟ ଭୂମିକା
୨୦୨୧ ଦେଶେର ମାଟି ଷ୍ଟାର୍ ଜଲ୍‌ସା ନୋଆ[]
୨୦୨୨–୨୦୨୩ ରଙ୍ଗା ବୋଉ ଜୀ ବାଂଲା ପାଖି[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭାଷା ମନ୍ତବ୍ୟ
- ଆମାର୍ ବସ୍ ବଙ୍ଗଳା []

ରିଆଲିଟି ଶୋ

ସମ୍ପାଦନା
ବର୍ଷ କାର୍ଯ୍ୟକ୍ରମ ଚ୍ୟାନେଲ୍ ମନ୍ତବ୍ୟ
୨୦୨୩ ଦିଦି ନଂ. ୧ ଜୀ ବାଂଲା []
ଦାଦାଗିରି ଅନ୍‌ଲିମିଟେଡ୍ []

ପୁରସ୍କାର ଓ ସମ୍ମାନ

ସମ୍ପାଦନା
ବର୍ଷ ପୁରସ୍କାର କାର୍ଯ୍ୟକ୍ରମ ନାମ ବର୍ଗ ଚରିତ୍ର ଫଳାଫଳ
୨୦୨୦ ଜୀ ବାଂଲା ସୋନାର୍ ସଂସାର ତ୍ରିନୟିନୀ ଫବରାଇଟ୍ ୱାଇଫ୍ ନୟନ[୧୦] ବିଜୟୀ
୨୦୨୩ ବେଙ୍ଗଲ ଆଇକନ୍ ଆୱାର୍ଡ଼ ରଙ୍ଗା ବୋଉ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ନୋଆ ବିଜୟୀ
ପିନ୍ନାକଲ୍ ରେଣ୍ଡେଜୌସ୍ ଆୱାର୍ଡ଼ ବିଜୟୀ
  1. https://www.anandabazar.com/entertainment/shruti-das-celebrating-her-25th-birthday-with-friends-fan-family-and-swarnendu-samaddar-dgtl/cid/1306419
  2. "Photos from Shruti Das-Swarnendu Samaddar's dreamy wedding". The Times of India. ISSN 0971-8257. Retrieved 2024-01-21.
  3. "Shruti-Swarnendu Wedding Photo: 'স্বপ্নের মতো দিন!',সাদা জামদানি-রুপোর গয়নায় নজরকাড়া শ্রুতির বিয়ের লুক,মেনুতে ২৩ পদ..." Zee24Ghanta.com. Retrieved 2024-01-21.
  4. বিলকিস, মৌসুমী. "টিআরপি তালিকায় রাজত্ব করছেন দুই 'কালো মেয়ে', শ্যামা ও ত্রিনয়নী, কী বলছেন তাঁরা?". www.anandabazar.com (in Bengali). Retrieved 2024-01-19.
  5. "পর্দায় ফিরছেন 'ত্রিনয়নী' শ্রুতি দাস,'দেশের মাটি' ধারাবাহিকে নতুন জুটি". Hindustantimes Bangla (in Bengali). 2020-12-12. Retrieved 2024-01-19.
  6. Ananda, A. B. P. (2022-11-16). "গৌরবের সঙ্গে জুটি বেঁধে নতুন ধারাবাহিক নিয়ে আসছেন শ্রুতি". bengali.abplive.com (in Bengali). Retrieved 2024-01-19.
  7. "শিবপ্রসাদ-নন্দিতার ছবিতে 'রাঙা বউ', টলিউডে ডেবিউ নিয়ে মুখ খুললেন শ্রুতি". Eisamay (in Bengali). Retrieved 2024-01-19.
  8. "'আলাদা করে দিয়েছি...' সোশ্যাল ম্যারেজের আগে মা-বাবার জন্য কী করলেন শ্রুতি?". Hindustantimes Bangla (in Bengali). 2023-12-20. Retrieved 2024-01-20.
  9. "Shruti Das Dadagiri : দাদাগিরি-র মঞ্চে সৌরভের সামনে অঝোরে কাঁদলেন শ্রুতি দাস, কেন?". Eisamay (in Bengali). Retrieved 2024-01-20.
  10. "Meet The Winners Of Zee Bangla Sonar Sansar Award 2020 - Zee5 News". ZEE5 (in ଇଂରାଜୀ). 2020-03-23. Retrieved 2024-01-20.