ଶୁଜଳପୁର

ମଧ୍ୟପ୍ରଦେଶର ଏକ ସହର, ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Shujalpur
city
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାShajapur
Elevation
448 m (1,470 ft)
Population
 (2001)
 • Total୪୨,୪୬୫
ଭାଷା
 • ସରକାରୀHindi, Malvi
Time zoneUTC+5:30 (IST)

ଶୁଜଳପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଶଜପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଶୁଜଳପୁର ୨୩.୪୦୬୬ ଉତ୍ତର ଅକ୍ଷାଂଶ ଓ ୭୬.୭୦୯୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୁଜଳପୁର ସହରର ମୋଟ ଜନସଂଖ୍ୟା ୪୨୪୬୫ ଅଟେ ।[୨] ସେଥି ମଧ୍ୟରୁ ୫୨.୦୪% ଜଣ ପରୁଷ ହୋଇଥିବା ବେଳେ ୪୭.୯୬% ଜଣ ନାରୀ ଅଟନ୍ତି । ଶୁଜଳପୁରର ସାକ୍ଷରତା ହାର ୬୮.୯୩% ଅଟେ । ଏହା ଜାତୀୟ ହାରଠାରୁ ୪.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୬୭% ପ୍ରତିଶତ ପୁରୁଷ ଓ ୨୯.୨୬% ନାରୀ ଅଟନ୍ତି । ୧୫.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ଶୁଜଳପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା