ଶୀନା ବଜାଜ
ଭାରତୀୟ ଅଭିନେତ୍ରୀ
ଶୀନା ବଜାଜ (ଜନ୍ମ: ୧୬ ଜୁନ ୧୯୯୩) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଡିଜ୍ନି ଚ୍ୟାନେଲ୍ରେ ପ୍ରସାରିତ କାର୍ଯ୍ୟକ୍ରମ ବେଷ୍ଟ୍ ଅଫ୍ ଲକ୍ ନିକ୍କିରେ ଡଲି ସିଂହ ଚରିତ୍ର ପାଇଁ ଜଣାଶୁଣା ।[୧] ସେ ଜସ୍ସି ଜୈସି କୋଇ ନହି, ଥପ୍କି ପ୍ୟାର୍ କି ଓ ଖଟମଲ୍ ଏ ଇସ୍କ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।[୨]
ଶୀନା ବଜାଜ | |
---|---|
ଜନ୍ମ | ଶୀନା ବଜାଜ ୧୬ ଜୁନ ୧୯୯୩ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୧–୨୦୧୯; ୨୦୨୩–ଏବେଯାଏଁ |
ପ୍ରସିଦ୍ଧି | ବେଷ୍ଟ ଅପ୍ ଲକ୍ ନିକ୍କି |
ବୈବାହିକ-ସାଥୀ | ରୋହିତ ପୁରୋହିତ (୨୦୧୯ – ଏବେଯାଏଁ) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାରୋହିତ ପୁରୋହିତଙ୍କ ସହିତ ଛ'ବର୍ଷର ସମ୍ବନ୍ଧ ପରେ, ୨୦୧୯ ମସିହାରେ ଉଭୟ ବିବାହ କରିଥିଲେ । ସେମାନେ ପ୍ରଥମେ ଦୂରଦର୍ଶନ କାର୍ଯ୍ୟକ୍ରମ ଅର୍ଜୁନର ସେଟ୍ରେ ସାକ୍ଷାତ ହୋଇଥିଲା ।[୩][୪][୫]
ଅଭିନୟ ଜୀବନ
ସମ୍ପାଦନା୨୦୦୩ ମସିହାରେ, ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଫୁଟ୍ପାଥ୍, ରକ୍ତ, କ୍ୟୁଁ! ହୋ ଗୟା ନା..., ଭୂତ ଅଙ୍କଲ୍ ଭଳି ଧାରାବାହିକରେ କାମ କରିଥିଲେ ।[୬] ବେଷ୍ଟ୍ ଅପ୍ ଲକ୍ ନିକ୍କିରେ ସେ ଡଲି ସିଂହଙ୍କ ଭୂମିକାରେ ଅଭିନୟ ତାଙ୍କୁ ସଫଳତା ଦେଇଥିଲା ।[୭][୪]
ଅଭିନୀତ କଥାଚିତ୍ର
ସମ୍ପାଦନା- ୟାଦେଁ (୨୦୦୧)
- ଫୁଟ୍ପାଥ (୨୦୦୩)
- ରକ୍ତ (୨୦୦୪)
- କ୍ୟୁଁ! ହୋ ଗୟା ନା... (୨୦୦୪)
- କଲିୟୁଗ୍ (୨୦୦୫)
- ଭୁତ୍ ଅଙ୍କଲ୍ (୨୦୦୬)
- ଫ୍ୟାଶନ୍ (୨୦୦୮)
- ଶାଗିର୍ଦ (୨୦୧୧)
- ଲେଡିଜ୍ ଭର୍ସେସ୍ ରିକି ବହଲ୍ (୨୦୧୧) in a cameo appearance
- ଉବା (୨୦୧୫) - ରଶ୍ମି
- ନନ୍ ଷ୍ଟପ୍ ଡ୍ରାମା (୨୦୨୩)
ଅଭିନୀତ ଧାରାବାହିକ
ସମ୍ପାଦନା- ୨୦୦୩ - ଜସ୍ସି ଜୈସି କୋଇ ନହିଁ
- ୨୦୦୭–୨୦୦୮ - ଚମ୍ପଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି
- ୨୦୧୦–୨୦୧୧ - ଇଶାନ: ସପ୍ନୋ କୋ ଆୱାଜ୍ ଦେ
- ୨୦୧୧–୨୦୧୬ - ବେଷ୍ଟ ଅପ୍ ଲକ୍ ନିକ୍କି
- ୨୦୧୨ - କୁଛ୍ ତୋ ଲୋଗ୍ କହେଙ୍ଗେ
- ୨୦୧୨ - ସାବଧାନ୍ ଇଣ୍ଡିଆ
- ୨୦୧୪ - ଅର୍ଜୁନ
- ୨୦୧୪ - ସୁପର୍କପ୍ସ ଭର୍ସେସ୍ ସୁପର୍ଭିଲ୍ଲିଆନ୍ସ
- ୨୦୧୫ - ଆହାଟ୍
- ୨୦୧୫ - ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍ବିରେଁ
- ୨୦୧୫ - ପ୍ୟାର୍ ତୁନେ କ୍ୟା କିୟା
- ୨୦୧୫–୨୦୧୭ - ଥପ୍କି ପ୍ୟାର୍ କି
- ୨୦୧୬ - ଖିଡ଼କି
- ୨୦୧୭ - ଖଟମଲ୍ ଏ ଇସ୍କ - ଦୋ ଫୁଲ୍ ଏକ୍ ମାଲି
- ୨୦୧୭ - ସାବିତ୍ରୀ ଦେବୀ କଲେଜ ଆଣ୍ଡ୍ ହସ୍ପିଟାଲ୍
- ୨୦୧୭ - ସଙ୍କଟମୋଚ ମହାବଳୀ ହନୁମାନ
- ୨୦୧୮–୨୦୧୯ - ମରିଅମ୍ ଖାନ୍ - ରିପୋର୍ଟିଂ ଲାଇଭ୍
- ୨୦୧୮ - ତୁଝ୍ସେ ହୈ ରାବତା
- ୨୦୧୯ - ଲାଲ୍ ଇସ୍କ୍
- ୨୦୨୩–ଏବେଯାଏଁ - ବଂଶଜ
ଆଧାର
ସମ୍ପାଦନା- ↑ "Mariam Khan Reporting Live actress Sheena Bajaj celebrates her first Gangaur". The Times of India.
- ↑ Maheshwri, Neha (7 Oct 2016). "Seven months after quitting, Sheena Bajaj returns to 'Thapki Pyaar Ki'". The Times of India. India. Retrieved 4 May 2017.
- ↑ "TV actors Rohit Purohit and Sheena Bajaj tie knots". The Indian Express.
- ↑ ୪.୦ ୪.୧ "Sheena Bajaj and Rohit Purohit sets wedding goals with there Mehdi ceremony". Mid-day. Archived from the original on 2020-08-21. Retrieved 2024-04-30.
- ↑ "Rohit Purohit and Sheena Bajaj are officially husband and wife". The Times of India. 2019-01-23. Retrieved 2019-02-11.
- ↑ "Did you know that 'Thapki pyaar ki' Actress Sheena Bajaj was once a famous child artist". Abp news.
- ↑ "Remember these famous child actors? They have all grown up now". The Times of India.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶୀନା ବଜାଜ