ଶୀନା ବଜାଜ

ଭାରତୀୟ ଅଭିନେତ୍ରୀ

ଶୀନା ବଜାଜ (ଜନ୍ମ: ୧୬ ଜୁନ ୧୯୯୩) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଡିଜ୍‌ନି ଚ୍ୟାନେଲ୍‌ରେ ପ୍ରସାରିତ କାର୍ଯ୍ୟକ୍ରମ ବେଷ୍ଟ୍ ଅଫ୍ ଲକ୍ ନିକ୍କିରେ ଡଲି ସିଂହ ଚରିତ୍ର ପାଇଁ ଜଣାଶୁଣା ।[୧] ସେ ଜସ୍ସି ଜୈସି କୋଇ ନହି, ଥପ୍‌କି ପ୍ୟାର୍ କିଖଟମଲ୍ ଏ ଇସ୍କ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।[୨]

ଶୀନା ବଜାଜ
ଜନ୍ମ
ଶୀନା ବଜାଜ

(1993-06-16) ୧୬ ଜୁନ ୧୯୯୩ (ବୟସ ୩୦)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୧–୨୦୧୯; ୨୦୨୩–ଏବେଯାଏଁ
ପ୍ରସିଦ୍ଧିବେଷ୍ଟ ଅପ୍ ଲକ୍ ନିକ୍କି
ବୈବାହିକ-ସାଥୀରୋହିତ ପୁରୋହିତ (୨୦୧୯ – ଏବେଯାଏଁ)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରୋହିତ ପୁରୋହିତଙ୍କ ସହିତ ଛ'ବର୍ଷର ସମ୍ବନ୍ଧ ପରେ, ୨୦୧୯ ମସିହାରେ ଉଭୟ ବିବାହ କରିଥିଲେ । ସେମାନେ ପ୍ରଥମେ ଦୂରଦର୍ଶନ କାର୍ଯ୍ୟକ୍ରମ ଅର୍ଜୁନର ସେଟ୍‌ରେ ସାକ୍ଷାତ ହୋଇଥିଲା ।[୩][୪][୫]

ଅଭିନୟ ଜୀବନ ସମ୍ପାଦନା

୨୦୦୩ ମସିହାରେ, ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଫୁଟ୍‌ପାଥ୍, ରକ୍ତ, କ୍ୟୁଁ! ହୋ ଗୟା ନା..., ଭୂତ ଅଙ୍କଲ୍ ଭଳି ଧାରାବାହିକରେ କାମ କରିଥିଲେ ।[୬] ବେଷ୍ଟ୍ ଅପ୍ ଲକ୍ ନିକ୍କିରେ ସେ ଡଲି ସିଂହଙ୍କ ଭୂମିକାରେ ଅଭିନୟ ତାଙ୍କୁ ସଫଳତା ଦେଇଥିଲା ।[୭][୪]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୟାଦେଁ (୨୦୦୧)
  • ଫୁଟ୍‌ପାଥ (୨୦୦୩)
  • ରକ୍ତ (୨୦୦୪)
  • କ୍ୟୁଁ! ହୋ ଗୟା ନା... (୨୦୦୪)
  • କଲିୟୁଗ୍ (୨୦୦୫)
  • ଭୁତ୍ ଅଙ୍କଲ୍ (୨୦୦୬)
  • ଫ୍ୟାଶନ୍ (୨୦୦୮)
  • ଶାଗିର୍ଦ (୨୦୧୧)
  • ଲେଡିଜ୍ ଭର୍ସେସ୍ ରିକି ବହଲ୍ (୨୦୧୧) in a cameo appearance
  • ଉବା (୨୦୧୫) - ରଶ୍ମି
  • ନନ୍ ଷ୍ଟପ୍ ଡ୍ରାମା (୨୦୨୩)

ଅଭିନୀତ ଧାରାବାହିକ ସମ୍ପାଦନା

  • ୨୦୦୩ - ଜସ୍ସି ଜୈସି କୋଇ ନହିଁ
  • ୨୦୦୭–୨୦୦୮ - ଚମ୍ପଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି
  • ୨୦୧୦–୨୦୧୧ - ଇଶାନ: ସପ୍ନୋ କୋ ଆୱାଜ୍ ଦେ
  • ୨୦୧୧–୨୦୧୬ - ବେଷ୍ଟ ଅପ୍ ଲକ୍ ନିକ୍କି
  • ୨୦୧୨ - କୁଛ୍ ତୋ ଲୋଗ୍ କହେଙ୍ଗେ
  • ୨୦୧୨ - ସାବଧାନ୍ ଇଣ୍ଡିଆ
  • ୨୦୧୪ - ଅର୍ଜୁନ
  • ୨୦୧୪ - ସୁପର୍‌କପ୍ସ ଭର୍ସେସ୍ ସୁପର୍‌ଭିଲ୍ଲିଆନ୍ସ
  • ୨୦୧୫ - ଆହାଟ୍
  • ୨୦୧୫ - ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍‌ବିରେଁ
  • ୨୦୧୫ - ପ୍ୟାର୍ ତୁନେ କ୍ୟା କିୟା
  • ୨୦୧୫–୨୦୧୭ - ଥପ୍‌କି ପ୍ୟାର୍ କି
  • ୨୦୧୬ - ଖିଡ଼କି
  • ୨୦୧୭ - ଖଟମଲ୍ ଏ ଇସ୍କ - ଦୋ ଫୁଲ୍ ଏକ୍ ମାଲି
  • ୨୦୧୭ - ସାବିତ୍ରୀ ଦେବୀ କଲେଜ ଆଣ୍ଡ୍ ହସ୍ପିଟାଲ୍
  • ୨୦୧୭ - ସଙ୍କଟମୋଚ ମହାବଳୀ ହନୁମାନ
  • ୨୦୧୮–୨୦୧୯ - ମରିଅମ୍ ଖାନ୍ - ରିପୋର୍ଟିଂ ଲାଇଭ୍
  • ୨୦୧୮ - ତୁଝ୍‌ସେ ହୈ ରାବତା
  • ୨୦୧୯ - ଲାଲ୍ ଇସ୍କ୍
  • ୨୦୨୩–ଏବେଯାଏଁ - ବଂଶଜ

ଆଧାର ସମ୍ପାଦନା

  1. "Mariam Khan Reporting Live actress Sheena Bajaj celebrates her first Gangaur". The Times of India.
  2. Maheshwri, Neha (7 Oct 2016). "Seven months after quitting, Sheena Bajaj returns to 'Thapki Pyaar Ki'". The Times of India. India. Retrieved 4 May 2017.
  3. "TV actors Rohit Purohit and Sheena Bajaj tie knots". The Indian Express.
  4. ୪.୦ ୪.୧ "Sheena Bajaj and Rohit Purohit sets wedding goals with there Mehdi ceremony". Mid-day.
  5. "Rohit Purohit and Sheena Bajaj are officially husband and wife". The Times of India. 2019-01-23. Retrieved 2019-02-11.
  6. "Did you know that 'Thapki pyaar ki' Actress Sheena Bajaj was once a famous child artist". Abp news.
  7. "Remember these famous child actors? They have all grown up now". The Times of India.

ବାହାର ଲିଙ୍କ୍ ସମ୍ପାଦନା