ଶିଶିରା ଦାସ

ଭାରତୀୟ ଓଡ଼ିଆ ଗାୟିକା

ଶିଶିରା ଦାସ (ବିବାହ ପୂର୍ବ ନାମ: ଶିଶିରା ମହାନ୍ତି) ଜଣେ ଓଡ଼ିଆ ଗାୟିକା । ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା ।[][]

ଗୀତ ତାଲିକା

ସମ୍ପାଦନା
କ୍ରମ ଗୀତ ଗୀତିକାର ମନ୍ତବ୍ୟ/ଆଧାର
କୃଷ୍ଣଚୂଡ଼ାର ସବୁଜ ସପନେ []
ମନ କାଚଘର ଥରେ ଗଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ[]
ଜନନୀ ଗୋ ପାଦେ ତୋର ଗୌରହରି ଦଳାଇ[]
  1. Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  2. Delhi, All India Radio (AIR), New (1970-02-15). AKASHVANI: Vol. XXXV, No. 8 ( 15 FEBRUARY, 1970 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  3. Sisira Das sings..Krushnachudara Sabuja Sapane.. from Archival Odia Radio Recordings, retrieved 2023-12-08
  4. Sisira Das sings..Mana Kachaghara... from Archival Odia Radio Recordings, retrieved 2023-12-08
  5. Janani Go Pade Tora Kotie Juhara.. by Sisira Das, composed by Gourahari Dalai, retrieved 2023-12-08