ଶିବାନୀ ଭାଇ
ଭାରତୀୟ ଅଭିନେତ୍ରୀ
ଶିବାନୀ ଭାଇ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଓ ଉପସ୍ଥାପିକା । ସେ ମୁଖ୍ୟତଃ ମାଲାୟାଲାମ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ଏହା ବ୍ୟତୀତ, ସେ ଜଣେ ଦୂରଦର୍ଶନର ଉପସ୍ଥାପିକା ଭାବରେ ମଧ୍ୟ କାମ କରନ୍ତି ।
ଶିବାନୀ ଭାଇ | |
---|---|
ଜନ୍ମ | ତିରୁଅନନ୍ତପୁରମ, କେରଳ, ଭାରତ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୦୭–ଏବେଯାଏଁ |
ଅଭିନୟ ଜୀବନ
ସମ୍ପାଦନାଶିବାନୀ ଜଣେ ଶିଶୁ କଳାକାର ଭାବରେ ୧୯୯୭ ମସିହାରେ କାମ କରିଥିଲେ । ୨୦୦୮ ମସିହାରେ, ସେ ମାମ୍ମୁଟିଙ୍କ ସହିତ ଅନ୍ନାନ ତମ୍ବି କଥାଚିତ୍ର ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧][୨] ୨୦୦୯ ମସିହାରେ, ସେ ଜୟରାମଙ୍କ ସହିତ ତାଙ୍କର ତୃତୀୟ ମାଲାୟଲମ କଥାଚିତ୍ର ରହସ୍ୟ ପୋଲିସ୍ରେ କାମ କରିଥିଲେ ।[୩][୪] ତାଙ୍କ ୨ୟ କଥାଚିତ୍ର ବୁଲେଟ୍ରେ, ସେ ସୁରେଶ ଗୋପୀଙ୍କ ସହିତ କାମ କରିଥିଲେ ।[୫] ସେ ତାମିଲ କଥାଚିତ୍ର ନାଙ୍ଗରେ କାମ କରିଥିଲେ ।[୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୧୯୯୭ | ଗୁରୁ | ଶିଶୁ କଳାକାର | ମାଲାୟଲମ |
୨୦୦୮ | ଅନ୍ନାନ ତମ୍ବି | ଅମ୍ମୁ | ମାଲାୟଲମ |
ବୁଲେଟ୍ | ବର୍ଷା | ||
୨୦୦୯ | ରହସ୍ୟ ପୋଲିସ୍ | ମନିକୁଟ୍ଟି | |
୨୦୧୦ | ସ୍ୱପ୍ନମଲିକା | ||
୨୦୧୧ | ଚାଇନା ଟାଉନ୍ | ହନି | |
ଯକ୍ଷିୟମ ନିଜାନୁମ୍ | ଅଶ୍ୱାଥି | ||
୨୦୧୨ | ଆନନ୍ଦମ ଆରାମ୍ଭମ୍ | ସୁଜି | ତାମିଲ |
ନାଙ୍ଗ | ରେବତୀ | ||
କାନ୍ନୀରିନୁମ ମଧୁରମ | ବିମଳା | ||
୨୦୧୭ | ଏନ୍ନୁମ | ହିରୋଇନ୍ | ମାଲାୟଲମ |
ମୈଥିଲି ବୀନ୍ଦୁମ ବରୁନ୍ନୁ | ମୈଥିଲି | ||
ନୀଲାବାରିୟାତେ | ଶିବାନୀ | ||
୨୦୧୮ | ଇସ୍ସାସିନ୍ତେ କଦକାଲ | ଶହିନା | |
- | ସୁଖେଶିନୁ ପେନ୍ନୁ କିଟ୍ଟିନ୍ନିଲ୍ଲା | ଦେବୀ | |
୨୦୨୪ | ଡିଏନ୍ଏ | ରେବତୀ |
ଆଧାର
ସମ୍ପାଦନା- ↑ "Annan Thampi". Keralamax.com. Retrieved 22 July 2010.
- ↑ "My-Kerala Movies". Archived from the original on 16 May 2008. Retrieved 22 July 2010.
- ↑ "Shivani". Zonkerala.com. Archived from the original on 2 September 2010. Retrieved 22 July 2010.
- ↑ "Malayalam Movie Gallery : Rahasya-police Photos : Ayilya, Samvrutha, Mangala, Sivani". Cinepicks.com. Retrieved 22 July 2010.
- ↑ "Sivani Bai,Manraj". Cinespot.net. Retrieved 22 July 2010.
- ↑ cinesouth (24 June 2010). "Dailynews - 13 newcomers in Nanga: Director Selva". Cinesouth.com. Archived from the original on 26 June 2010. Retrieved 22 July 2010.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶିବାନୀ ଭାଇ