[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Shivpuri
शिवपुरी
city
ଦେଶIndia
ରାଜ୍ୟMadhya Pradesh
ଜିଲ୍ଲାShivpuri
Named forLord Shiva
Area
 • ସମୁଦାୟ10,278 km2 (3,968 sq mi)
Elevation
468 m (1,535 ft)
Population
 (Provisional Figure of 2011)
 • Total୧୭,୨୫,୮୧୮ (Provisional Figure of ୨,୦୧୧)
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
473551
ଯାନବାହାନ ପଞ୍ଚୀକରଣMP-33
Websitehttp://shivpuri.nic.in/

ଶିବପୁରି ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଶିବ୍ପୁରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଶିବପୁରି ୨୫.୪୨୩୫ ଉତ୍ତର ଅକ୍ଷାଂଶ ଓ ୭୭.୬୬୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବପୁରି ସହରର ମୋଟ ଜନସଂଖ୍ୟା ୧୦୪୦୮ ଅଟେ ।[୨] ସେଥି ମଧ୍ୟରୁ ୫୨.୧୮% ଜଣ ପରୁଷ ହୋଇଥିବା ବେଳେ ୪୭.୮୨% ଜଣ ନାରୀ ଅଟନ୍ତି । ଶିବପୁରିର ସାକ୍ଷରତା ହାର ୬୧.୬୮% ଅଟେ । ଏହା ଜାତୀୟ ହାରଠାରୁ ୩.୧୬% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୪% ପ୍ରତିଶତ ପୁରୁଷ ଓ ୨୪.୩୫% ନାରୀ ଅଟନ୍ତି । ୧୭.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ଶିବପୁରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା