ଶାକିବା ବିଣ୍ଟେ ଅଲୀ

ବଙ୍ଗଳାଦେଶୀ ଅଭିନେତ୍ରୀ

ଶାକିବା ବିଣ୍ଟେ ଅଲୀ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ ଆଦିରେ ଅଭିନୟ କରିଥିଲେ ।[୧] ସେ ପାଖାପାଖି ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୨]

ଶାକିବା ବିଣ୍ଟେ ଅଲୀ
শাকিবা বিনতে আলী
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍

ଜୀବନୀ ସମ୍ପାଦନା

ସେ ୨୦୦୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଣ୍ଡ ନେତା, କିନ୍ତୁ ଏହା ମୁକ୍ତିଲାଭ କରିବା ପୂର୍ବରୁ ତାଙ୍କ ଅଭିନୀତ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ର ଜୀବନର ଗ୍ୟାରେଣ୍ଟି ନାଇ ମୁକ୍ତିଲାଭ କରିଥିଲା ।[୩]

କଥାଚିତ୍ରରେ ଅଭିନୟ କରିବା ସହିତ ସେ କୋନୋ ଏକ ଗୋଧୂଳି ଲଗନେ, ସର୍‌ପ୍ରାଇଜ୍ଚଲୋ ନା ଘୁରେ ଆସି ଭଳି କିଛି ବଙ୍ଗଳାଦେଶୀ ଦୂରଦର୍ଶନ ନାଟକରେ ଅଭିନୟ କରିଛନ୍ତି ।[୧][୨]

ଅଭିନୀତ କଥାଚିତ୍ର ସମ୍ପାଦନା

  • ଜୀବନର ଗ୍ୟାରେଣ୍ଟି ନାଇ
  • ଭଣ୍ଡ ନେତା
  • ବଚାଓ ଦେଶ
  • ମାଝିର ଛେଲେ ବାରିଷ୍ଟର
  • ଦୁର୍ଧର୍ଶୋ
  • ବସ୍ତିର ଛେଲେ କୋଟିପତି
  • ଏକ ଜବାନ୍
  • ମାଟିର ଠିକଣା
  • ରୂପାନ୍ତର
  • ଟାକାଇ ଜତୋ ଗଣ୍ଡଗୋଲ୍
  • ମାଝିର ଛେଲେ ବାରିଷ୍ଟର
  • ପ୍ରେମର ବାଧ

ଆଧାର ସମ୍ପାଦନା

  1. ୧.୦ ୧.୧ ফিরেই ব্যস্ত শাকিবা. Alokito Sakal (in Bengali). 13 May 2019. Archived from the original on 15 May 2019. Retrieved 15 September 2019.
  2. ୨.୦ ୨.୧ ফিরেই ব্যস্ত শাকিবা. Manab Zamin (in Bengali). 13 May 2019. Retrieved 15 September 2019.
  3. ফিরছেন শাকিবা. Manab Zamin (in Bengali). 27 April 2018. Retrieved 15 September 2019.

ବାହାର ଆଧାର ସମ୍ପାଦନା