ଶହିଦ ସ୍ମୃତି , ପାଟଣା
ଶହିଦ ସ୍ମାରକୀ , ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏଠାରେ ଭାରତ ଛାଡ଼ ଆନ୍ଦୋଳନ ( ଅଗଷ୍ଟ 1942 )ରେ ସେକ୍ରେଟାରିୟଟ ଭାବନା ଉପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଗଲା ବେଳେ ବ୍ରିଟିଶ ସେନାଙ୍କ ହାତରେ ପ୍ରାଣବଳି ଦେଇଥିବା 7 ଜଣ ଯୁବକଙ୍କ ପ୍ରତିମୂର୍ତି ସ୍ଥାପିତ ହୋଇଛି । ଏହି ସ୍ମାରକୀର ଭିତ୍ତିପ୍ରସ୍ଥର ବିହାରର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମଙ୍କଦ୍ୱାରା ଅଗଷ୍ଟ 15 , 1947ରେ ସ୍ୱାଧୀନତା ଉତ୍ସବ ଅବସରରେ ଦିଆ ଯାଇଥିଲା । ସ୍ଥାପତ୍ୟ ଦେବିପ୍ରସାଦ ରାୟଚୌଧୁରୀଙ୍କଦ୍ୱାରା ନିର୍ମିତ ବ୍ରୋଞ୍ଜ ମୂର୍ତିଗୁଡ଼ିକ ଇଟାଲୀରେ ଛାଞ୍ଚଦ୍ୱାରା ନିର୍ମିତ ହୋଇ ସେଠାରେ ସ୍ଥାପନ କରାଯାଇଥିଲା । [୧]
ଶହିଦ ସ୍ମୃତି | |
---|---|
India | |
Used for those deceased | |
Established | August 15, 1947 |
Location | 25°36′28.77″N 85°10′03.06″E / 25.6079917°N 85.1675167°E near Patna, Bihar, India |
Designed by | Deviprasad Roychoudhury |
Total commemorated | Seven brave young men |
Burials by nation | |
Burials by war | |
To the Seven brave young men who sacrificed their lives in the Quit India movement, while attempting to hoist the national flag. | |
Statistics source: Official site of Patna |
ବର୍ତ୍ତମାନ ପାଟଣାର ସେକ୍ରେଟରିଆଟ ଭାବନା ସାମ୍ନାରେ ଏହା ରହିଛି । .[୨][୩]
ପ୍ରଚ୍ଛଦ ଓ ନାମ
ସମ୍ପାଦନାଭାରତ ଛାଡ଼ ଆନ୍ଦୋଳନ ବେଳେ ଗାନ୍ଧୀବାଦୀ ନେତା ଡାଃ ଅନୁଗ୍ରହ ନାରାୟଣ ଜାତୀୟ ପତାକା ଉଡେଇବାକୁ ଚେଷ୍ଟା କଳା ବେଳେ ବ୍ରିଟିଶମାନଙ୍କଦ୍ୱାରା ଗିରଫ ହେଇଥିଲେ । [୪] ସେହି ସମୟରେ 7 ଜଣ ଯୁବ ଛତ୍ର ଜାତୀୟ ପତାକାକୁ ଉଡେଇବା ପାଇଁ ବଦ୍ଧ ପରିକର ହେଇ ବ୍ରିଟିଶ ମାନଙ୍କ କର୍ଜୟାଳୟ ଉପରେ ତାହାକୁ ଲଗେଇବାକୁ ଗଲା ବେଳେ ସେମାନଙ୍କୁ ହତ୍ୟା କରା ଯାଇଥିଲା ।
- ଉମାକାନ୍ତ ପ୍ରସାଦ ସିଂହ - Ram Mohan Roy Seminary,class IX, Narendrapur, Saran
- ରାମାନନ୍ଦ ସିଂହ - Ram Mohan Roy Seminary, class IX, Sahadat Nagar (at present Dhanarua), Patna
- ସତୀଶ ପ୍ରସାଦ ଝା - Patna Collegiate School, class X, Khadahara, Bhagalpur
- ଜଗପତି କୁମାର - Bihar National College, 2nd year, Kharati, Aurangabad
- ଦେବିପଦ ଚୌଧୁରୀ - Miller High English School, class IX, Silhat, Jamalpur
- ରାଜେନ୍ଦ୍ର ସିଂହ - Patna High English School, matric class, Banwari Chak, Saran
- ରାମଗୋବିନ୍ଦ ସିଂହ - Punpun High English School, matric class IX, Dasharatha, Patna
ପୁନଶ୍ଚ ଦେଖାଣ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2008-05-12. Retrieved 2016-12-13.
{{cite web}}
: Cite has empty unknown parameter:|1=
(help) - ↑ http://www.mapsofindia.com/patna/places-of-interest/shaheed-smarak.html
- ↑ Lucent's Bihar General Knowledge, Lucent Publication, Page No- 76
- ↑ http://vidyasagar1995.blogspot.in/2014/08/11.html
ବାହାର ଲିଙ୍କ
ସମ୍ପାଦନା- Official site of Patna Archived 2008-05-12 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |