ଲୋମିଟାପାଇଡ
ଲୋମିଟାପାଇଡ (ଇଂରାଜୀ ଭାଷାରେ Lomitapide), ଜୁକ୍ସଟାପିଡ ଏବଂ ଲୋଜୁକ୍ସଟା ଏହାର ଦୁଇଟି ବେପାର ନାମ, ଏକ ଔଷଧ ଯାହା ହୋମୋଜାଇଗସ ପାରିବାରିକ ହାଇପରକୋଲେଷ୍ଟେରୋମିଆ (HoFH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଉପଯୁକ୍ତ ଖାଦ୍ୟ ଏବଂ ଆନ୍ୟାନ୍ୟ ପଦକ୍ଷେପ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହି ଔଷଧର ଆୟୁଷ ଏବଂ ହୃଦ ରୋଗ ଇତ୍ୟାଦି ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ ।[୩] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Juxtapid (US), Lojuxta (EU) |
Synonyms | AEGR-773, BMS-201038 |
AHFS/Drugs.com | monograph |
data |
|
Routes of administration | By mouth (capsules) |
Legal status | |
Legal status | |
Identifiers | |
| |
Chemical and physical data | |
Formula | C39H37F6N3O2 |
Molar mass | ୬୯୩.୭୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ହୃଦଘାତ, ପେଟ ଯନ୍ତ୍ରଣା ଏବଂ ଅନ୍ତନଳୀରେ ଗ୍ୟାସ ବୃଦ୍ଧି ହୁଏ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂଦ୍ରବଣୀୟ ଜୀବସାର ଅଭାବ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ମାଇକ୍ରୋସୋମାଲ୍ ଟ୍ରାଇଗ୍ଲିସେରାଇଡ୍ ଟ୍ରାନ୍ସଫର ପ୍ରୋଟିନ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋମିଟାପାଇଡ ଅନୁମୋଦିତ ହୋଇଥିଲା । [୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୨୦ ମିଗ୍ରା ବିଶିଷ୍ଟ ୪ ସପ୍ତାହରେ ୧୭୮୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪]। ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୮,୬୦୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Lojuxta EPAR". European Medicines Agency (EMA). Archived from the original on 30 December 2020. Retrieved 27 January 2021.
- ↑ "Juxtapid- lomitapide mesylate capsule". DailyMed. Archived from the original on 20 January 2021. Retrieved 27 January 2021.
- ↑ ୩.୦ ୩.୧ "Lomitapide Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 24 November 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 223. ISBN 978-0857114105.
- ↑ "Juxtapid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 March 2016. Retrieved 24 November 2021.
ଚିକି