ଲୋଥଲ
ଲୋଥଲ (ଗୁଜରାଟୀ: લોથલ ) ଭାରତର ପଶ୍ଚିମ ଭାଗରେ ଅବସ୍ଥିତ ଗୁଜରାଟ ପୁରୁଣା ରାଜଧାନୀ ଅହମଦାବାଦ ଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୮୦କି.ମି ଦୂର ସରଗବାଲାଠାରେ ଅବସ୍ଥିତ । ଏହାର ଆବିଷ୍କାର ୧୯୫୪ ମସିହା ନଭେମ୍ବର ମାସରେ ହୋଇଥିଲା । ଲୋଥର ଶବ୍ଦର ଅର୍ଥ ମୃତ୍ୟୁ ହେଇଥିବାକୁ ବୁଝାଏ । ଲୋଥଲ କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଏକ ପୁରାତନ ସଂସ୍କୃତିକ ସ୍ଥଳ । ଲୋଥଲକୁ ବହୁତ ପ୍ରାଚୀନ ବୋଲି କୁହାଯାଉଛି । ଏହାର ସମୟକାଳ ଖ୍ରୀ.ପୂ ୨୪୫୦ରୁ ଖ୍ରୀ.ପୂ ୧୯୦୦ ବୋଲି ଅନୁମାନ କରାଯାଏ ।
ଆଧାରସମ୍ପାଦନ କରନ୍ତୁ
ବାହାର ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ଲୋଥଲ ବାବଦରେ ମାଧ୍ୟମ ରହିଛି । |
- Pictures of Lothal Remains
- Lothal
- A Walk through Lothal
- Ancient Civilizations Timeline
- The Harappan Civilization
- Indus artefacts
- Cache of Seal Impressions Discovered in Western India
- "Sarasvati-Sindhu civilization". Archived from the original on 1 January 2007.
- Collection of images
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |