ଲୋଡୋକ୍ସାମାଇଡ

ଏହା ଆଲର୍ଜି ଜନିତ କଞ୍ଜକଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଲୋଡୋକ୍ସାମାଇଡ (ଇଂରାଜୀ ଭାଷାରେ Lodoxamide), ଅନ୍ୟମାନଙ୍କ ମଧ୍ୟରେ ଆଲୋମାଇଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜି ଜନିତ କଞ୍ଜକଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[] ଏହା ୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କଠାରେ ବ୍ୟବହୃତ ହୋଇପାରେ ।[]

ଲୋଡୋକ୍ସାମାଇଡ
Clinical data
AHFS/Drugs.commonograph
Identifiers
  • N,N′-(2-Chloro-5-cyano-1,3-phenylene)dioxamic acid
Chemical and physical data
FormulaC11H6ClN3O6
Molar mass୩୧୧.୬୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଅସ୍ୱାଭାବିକତା ଏବଂ ଶୁଖିଲା ଆଖି ଅନ୍ତର୍ଭୁକ୍ତ ହୋଇପାରେ ।[] [] ଗର୍ଭାବସ୍ଥାରେ ଏହାର ବ୍ୟବହାର ନିରାପଦ ମନେହୁଏ କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ମାଷ୍ଟ ଜୀବକୋଷ ସ୍ଥିତିକାରକ ଅଟେ ।[]

୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୋଡକ୍ସାମାଇଡ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ୧୦ ମିଲି ବୋତଲର ମୂଲ୍ୟ ୫ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୭୫ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1206. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ "Lodoxamide Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 24 November 2021.
  3. "Lodoxamide ophthalmic (Alomide) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 24 November 2021.
  4. "Lodoxamide Prices, Coupons & Savings Tips - GoodRx". GoodRx. Retrieved 24 November 2021.