ଲାରୋଟ୍ରେକ୍ଟିନିବ
ଲାରୋଟ୍ରେକ୍ଟିନିବ (ଇଂରାଜୀ ଭାଷାରେ Larotrectinib), ଭିଟ୍ରାକଭି ଏକ ବେପାର ନାମ, ଏକ ଔଷଧ ଯାହା କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ନ୍ୟୁରୋଟ୍ରଫିକ୍ ରିସେପ୍ଟର ଟାଇରୋସିନ୍ କାଇନେଜ (NTRK) ଜିନ୍ ଫ୍ୟୁଜନ୍ ଥାଏ ।[୨] ଏହା ପାଟିରେ ଦିଆଯାଏ ।[୩]
Clinical data | |
---|---|
Trade names | Vitrakvi |
Synonyms | LOXO-101, ARRY-470 |
AHFS/Drugs.com | monograph |
MedlinePlus | a619006 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C21H22F2N6O2 |
Molar mass | ୪୨୮.୪୪ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ସ୍ୱଳ୍ପ ଲାଲ ରକ୍ତ କଣିକା, ତରଳ ଝାଡ଼ା, ବାନ୍ତି ଏବଂ ଜ୍ୱର ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିରତା, କମ୍ପନ ଏବଂ ଉନ୍ମାଦନା ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୨] ଏହା ଟିଆରକେ ଏ ବି ସି (TrkA, TrkB, ଏବଂ TrkC) ଦଳର ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର, ୨୦୧୯ରେ ୟୁରୋପ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାରୋଟେକ୍ଟିନିବ ଅନୁମୋଦିତ ହୋଇଥିଲା ।[୩] [୪] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ପାଇଂ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୪,୦୦୦ ଡଲାର ଅଟେ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Vitrakvi". Therapeutic Goods Administration (TGA). 16 September 2020. Archived from the original on 19 September 2020. Retrieved 22 September 2020.
- ↑ ୨.୦ ୨.୧ ୨.୨ ୨.୩ "Vitrakvi- larotrectinib capsule Vitrakvi- larotrectinib solution, concentrate". DailyMed. 26 July 2019. Archived from the original on 7 April 2021. Retrieved 22 September 2020.
- ↑ ୩.୦ ୩.୧ ୩.୨ ୩.୩ "Larotrectinib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 21 November 2021.
- ↑ "Vitrakvi EPAR". European Medicines Agency (EMA). 23 July 2019. Archived from the original on 2 October 2020. Retrieved 22 September 2020.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1031. ISBN 978-0857114105.
- ↑ "Vitrakvi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 21 November 2021.