ଲାଟାନୋପ୍ରୋଷ୍ଟିନ ବୁନୋଡ

ଏହା ଓପନ୍ ଆଙ୍ଗଲ୍ ଗ୍ଲୁକୋମାରେ ହେଉଥିବା ଅଧକ ଓକୁଲାର ଇଣ୍ଟ୍ରୋକୋକୁଲାର ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରିବ

ଲାଟାନୋପ୍ରୋଷ୍ଟିନ ବୁନୋଡ (ଇଂରାଜୀ ଭାଷାରେ Latanoprostene bunod), ଭାଇଜୁଲଟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲୁକୋମାରେ ହେଉଥିବା ଅଧକ ଓକୁଲାର ଇଣ୍ଟ୍ରୋକୋକୁଲାର ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।

ଲାଟାନୋପ୍ରୋଷ୍ଟିନ ବୁନୋଡ
Clinical data
Trade namesVyzulta
SynonymsBOL-303259-X
AHFS/Drugs.commonograph
Legal status
Legal status
Identifiers
  • 4-Nitrooxybutyl (Z)-7-[(1R,2R,3R,5S)-3,5-dihydroxy-2-[(3R)-3-hydroxy-5-phenylpentyl]cyclopentyl]hept-5-enoate
ECHA InfoCard100.251.571 Edit this at Wikidata
Chemical and physical data
FormulaC27H41NO8
Molar mass୫୦୭.୬୨ g·mol−1
3D model (JSmol)
  • C1[C@H]([C@@H]([C@H]([C@H]1O)C/C=C\CCCC(=O)OCCCCO[N+](=O)[O-])CC[C@H](CCC2=CC=CC=C2)O)O
  • InChI=1S/C27H41NO8/c29-22(15-14-21-10-4-3-5-11-21)16-17-24-23(25(30)20-26(24)31)12-6-1-2-7-13-27(32)35-18-8-9-19-36-28(33)34/h1,3-6,10-11,22-26,29-31H,2,7-9,12-20H2/b6-1-/t22-,23+,24+,25-,26+/m0/s1
  • Key:LOVMMUBRQUFEAH-UIEAZXIASA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା ଏବଂ ଆଖି ଲାଲ ରଙ୍ଗ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବାଣୁ କେରାଟାଇଟିସ୍, ମାକୁଲାର୍ ଇଡିମା, ଚର୍ମ ଅନ୍ଧକାର ଏବଂ ଆଖିପତାରୁମ ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ପ୍ରୋଷ୍ଟାଗ୍ଲାଣ୍ଡିନ ଯାହା ଟ୍ରାବେକୁଲାର ମେଶୱାର୍କ ଏବଂ ୟୁଭିଓସ୍କେରାଲ ପଥ ଦେଇ ନିର୍ଗତ ହୋଇଥାଏ ।[] []

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାଟାନୋପ୍ରୋଷ୍ଟିନ ବୁନୋଡ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨.୫ ମିଲି ବୋତଲ ପାଇଁ ଏହାର ମୂଲ୍ୟ ପ୍ରାୟ ୨୩୦ ଡଲାର ଅଟେ ।[] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନାହିଁ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Latanoprostene Bunod Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 21 November 2021.
  2. Hoy SM (May 2018). "Latanoprostene Bunod Ophthalmic Solution 0.024%: A Review in Open-Angle Glaucoma and Ocular Hypertension". Drugs. 78 (7): 773–780. doi:10.1007/s40265-018-0914-6. PMC 5976683. PMID 29761382.
  3. "Vyzulta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 May 2021. Retrieved 21 November 2021.
  4. "Latanoprostene bunod". SPS - Specialist Pharmacy Service. 25 January 2016. Archived from the original on 21 November 2021. Retrieved 21 November 2021.