ଲାଇଫିଟେଗ୍ରାଷ୍ଟ

ଏହା ଶୁଖିଲା ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଲାଇଫିଟେଗ୍ରାଷ୍ଟ (ଇଂରାଜୀ ଭାଷାରେ Lifitegrast), ସିଇଡ୍ରା ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଶୁଖିଲା ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାର ଉପକାର ଏହାର କ୍ଷତିଠାରୁ ଅଧିକ କି ନାହିଁ, ତାହା ଅସ୍ପଷ୍ଟ ରହିଛି ।[] [] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[]

ଲାଇଫିଟେଗ୍ରାଷ୍ଟ
Clinical data
PronunciationXiidra /ˈzdrə/[]
Trade namesXiidra
SynonymsSAR-1118
AHFS/Drugs.commonograph
MedlinePlusa616039
Pregnancy
category
  • AU: B1
  • US: N (Not classified yet)
Routes of
administration
Eye drops
Legal status
Legal status
Identifiers
  • N-{[2-(1-Benzofuran-6-ylcarbonyl)-5,7-dichloro-1,2,3,4-tetrahydro-6-isoquinolinyl]carbonyl}-3-(methylsulfonyl)-L-phenylalanine
ECHA InfoCard100.245.695 Edit this at Wikidata
Chemical and physical data
FormulaC29H24Cl2N2O7S
Molar mass୬୧୫.୪୮ g·mol−1
3D model (JSmol)
  • CS(=O)(=O)c1cccc(c1)C[C@@H](C(=O)O)NC(=O)c2c(cc3c(c2Cl)CCN(C3)C(=O)c4ccc5ccoc5c4)Cl
  • InChI=1S/C29H24Cl2N2O7S/c1-41(38,39)20-4-2-3-16(11-20)12-23(29(36)37)32-27(34)25-22(30)13-19-15-33(9-7-21(19)26(25)31)28(35)18-6-5-17-8-10-40-24(17)14-18/h2-6,8,10-11,13-14,23H,7,9,12,15H2,1H3,(H,32,34)(H,36,37)/t23-/m0/s1
  • Key:JFOZKMSJYSPYLN-QHCPKHFHSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ନାଲି ଆଖି, ମୁଣ୍ଡବିନ୍ଧା, ସ୍ୱାଦର ପରିବର୍ତ୍ତନ ଏବଂ ଗଲୁ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ସ୍ପଷ୍ଟ ନୁହେଁ ।[] ଏହା ଟି କୋଷକୁ ପ୍ରତିରୋଧ କରି ପ୍ରଦାହକୁ ହ୍ରାସ କରେ ।[]

୨୦୧୬ ମସିହାର ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଲାଇଫାଇଗ୍ରାଷ୍ଟ ଅନୁମୋଦିତ [] ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୫୮୦ ଡଲାର ଖର୍ଚ୍ଚ ହୁଏ ।[]

  1. "Patient information: Xiidra® (ZYE-druh) (lifitegrast ophthalmic solution) 5% for topical ophthalmic use" (PDF). Novartis. June 2020. Archived (PDF) from the original on 2021-02-13. Retrieved 2021-02-05.
  2. ୨.୦ ୨.୧ ୨.୨ ୨.୩ "Lifitegrast Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 November 2021.
  3. ୩.୦ ୩.୧ ୩.୨ "Lifitegrast". SPS - Specialist Pharmacy Service. 8 February 2016. Archived from the original on 11 December 2021. Retrieved 23 November 2021.
  4. ୪.୦ ୪.୧ "Xiidra: Withdrawal of the marketing authorisation application". Archived from the original on 14 November 2021. Retrieved 23 November 2021.
  5. "Lifitegrast ophthalmic (Xiidra) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 23 November 2021.
  6. "Lifitegrast Prices, Coupons & Savings Tips - GoodRx". GoodRx. Archived from the original on 28 October 2016. Retrieved 23 November 2021.