ଲହର୍ପୁର
ଲହର୍ପୁର ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ସିତପୁର୍ ଜିଲ୍ଲାରେ ଅବସ୍ଥିତ ।
Laharpur
लहरपुर | |
---|---|
Town | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Sitapur |
Elevation | 133 m (436 ft) |
Population (2001) | |
• Total | ୬୧,୯୯୦ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN |
ଭୌଗଳିକ ଅବସ୍ଥିତି
ସମ୍ପାଦନାଲହର୍ପୁର ୨୭.୭୧୦୧ ଉତ୍ତର ଅକ୍ଷାଂଶ ଓ ୮୦.୯୦୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲହର୍ପୁର ସହରର ମୋଟ ଜନସଂଖ୍ୟା ୫୦୦୮୦ ଅଟେ ।[୨] ସେଥି ମଧ୍ୟରୁ ୫୨.୨୧% ଜଣ ପରୁଷ ହୋଇଥିବା ବେଳେ ୪୭.୭୯% ଜଣ ନାରୀ ଅଟନ୍ତି । ଲହର୍ପୁରର ସାକ୍ଷରତା ହାର ୪୦.୬୮% ଅଟେ । ଏହା ଜାତୀୟ ହାରଠାରୁ ୨୪.୧୬% ପ୍ରତିଶତ କମ ଅଟେ । ସେଥିରୁ ୨୪.୫୧% ପ୍ରତିଶତ ପୁରୁଷ ଓ ୧୬.୧୭% ନାରୀ ଅଟନ୍ତି । ୧୯.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଲହର୍ପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.