ଲଲାଟେନ୍ଦୁ ସାହୁ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଲଲାଟେନ୍ଦୁ ସାହୁ ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସନିକ ଅଧିକାରୀ । ସେ ଉଭୟ ଓଡ଼ିଆ ଗଳ୍ପ, ଉପନ୍ୟାସ ଆଦି ରଚନା କରିଛନ୍ତି ।[୧]
ଲଲାଟେନ୍ଦୁ ସାହୁ | |
---|---|
ଜନ୍ମ | ୧୯୭୭ କରଡ଼ାପାଳ, ଯାଜପୁର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାଲଲାଟେନ୍ଦୁ ୧୯୭୭ ମସିହାରେ ଯାଜପୁର ଜିଲ୍ଲାର କରଡ଼ାପାଳଠାରେ ଜନ୍ମଗ୍ରହଣ କରିଥିଲେ । ଆର୍ଥିକ ଅସ୍ୱଚ୍ଛଳତା ସତ୍ତ୍ୱେ ଶିକ୍ଷା ସମାପ୍ତି ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଲେ । ୨୦୦୪ରେ ସେ ସମାଜବିଜ୍ଞାନରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରୁ ପିଏଚ୍ ଡି କରିଥିଲେ ।[୨][୩] ରାଜ୍ୟ ସରକାରଙ୍କ ସର୍ଭେ ସେଟଲମେଣ୍ଟ, ପୁରୀ କୋଣାର୍କ ଉନ୍ନୟନ ପରିଷଦ ଇତ୍ୟାଦିରେ କାର୍ଯ୍ୟରତ ଲଲାଟେନ୍ଦୁ ଅନେକ ଗଳ୍ପ, ଉପନ୍ୟାସ ଓ ଗବେଷଣାତ୍ମକ ପ୍ରବନ୍ଧର ସ୍ରଷ୍ଟା ।[୪]
ରଚନାବଳୀ
ସମ୍ପାଦନା- ଘାଟମୁହାଁ ଡଙ୍ଗା (ଉପନ୍ୟାସ, ୨୦୨୩)[୫]
- ଏକ ଅପହୃତ କଲିଂବେଲର ସମାଧି (ଗଳ୍ପ, ୨୦୨୩)
- ଅଣଚାଷ ପବନ (ଗଳ୍ପ, ୨୦୨୨)
- ଲଲାଟେନ୍ଦୁଙ୍କ ଗଳ୍ପ ଶତକ
- Frozen Fire (Novel)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ୨୦୨୪ - ଆନନ୍ଦପୁର ଲେଖକ ସମବାୟ ସମିତି ପକ୍ଷରୁ 'ସାରସ୍ୱତ ଗଳ୍ପ ସମ୍ମାନ'[୬]
ଆଧାର
ସମ୍ପାଦନା- ↑ https://sambadepaper.com/imageview_48001_870408_4_71_01-12-2024_9_i_1_sf.html
- ↑ https://dharitriepaper.in/edition/16997/chhutidina/page/9#
- ↑ ଘାଟ ମୁହାଁ ଡଙ୍ଗା. ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ. ୨୦୨୩. pp. କଭର ପୃଷ୍ଠା.
- ↑ chrome-extension://efaidnbmnnnibpcajpcglclefindmkaj/https://home.odisha.gov.in/sites/default/files/2023-07/26927.pdf
- ↑ https://indiawhispers.com/2023/11/19/novel-short-story-books-by-lalatendu-sahu-released/
- ↑ https://sambadepaper.com/imageview_49401_224525_4_90_09-12-2024_0_i_1_sf.html