ଲଭ୍ ୟୁ ପ୍ରିୟା

୨୦୨୦ ଓଡ଼ିଆ କଥାଚିତ୍ର

ଲଭ୍ ୟୁ ପ୍ରିୟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟ ସେନ୍ । ଆଶୁତୋଷ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୧] ବିବେକ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଲଭ୍ ୟୁ ପ୍ରିୟା
ନିର୍ଦ୍ଦେଶକବିବେକ କୁମାର
ପ୍ରଯୋଜକଜୟ ସେନ୍
ସଂଳାପଆଶୁତୋଷ ବାରିକ
ଚିତ୍ରନାଟ୍ୟବିବେକ କୁମାର
କାହାଣୀଆଶୁତୋଷ ବାରିକ
କଳାକାରସୋହମ ସିଂହ
ମହିମା ଦାସ
ପୁଷ୍ପା ପଣ୍ଡା
ସଙ୍ଗୀତଅଶେଷ ଦାସ
ଚିତ୍ରଗ୍ରହଣଧୀରେନ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୭ ଡିସେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସୋହମ ସିଂହ ଓ ମହିମା ଦାସ ।[୩] ପୁଷ୍ପା ପଣ୍ଡା, ପ୍ରୀତିରାଜ ଶତପଥୀ, ଗୁଡ୍ଡୁ, ରାଜା, ନିକି, ଜୀବନ ପଣ୍ଡା, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶେଷ ଦାସ । ଆଶୁତୋଷ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଲଭ୍ ୟୁ ପ୍ରିୟା" 

ଆଧାର ସମ୍ପାଦନ କରନ୍ତୁ

  1. "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
  2. "ଲଭ୍ ୟୁ ପ୍ରିୟା". ଧରିତ୍ରୀ. 26 September 2021. Archived from the original on 4 January 2022. Retrieved 4 January 2022.
  3. Mohanty, Mansi (12 December 2019). "ରିଲିଜ ହୋଇଛି ପ୍ରେମ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର 'ଲଭ୍ ୟୁ ପ୍ରିୟା' । | Kanak Lifestyle". Kanak News. Kanak Lifestyle. Archived from the original on 4 January 2022. Retrieved 4 January 2022.
  4. ଓଝା, ଶିବଶଙ୍କର (24 February 2020). "ଏଭଳି ଓଡ଼ିଆ ସିନେମା ଆସୁଛି, ଯାହାର ଟାଇଟଲରେ ରହିଛି 'ଲଭ୍' ଶବ୍ଦ | Sambad". ସମ୍ବାଦ. sambad.in. Archived from the original on 4 January 2022. Retrieved 4 January 2022.
  5. "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.

ବାହାର ଆଧାର ସମ୍ପାଦନ କରନ୍ତୁ