ରୋମିପ୍ଲୋଷ୍ଟିମ, ଅନ୍ୟମାନଙ୍କ ମଧ୍ୟରେ ଏନପ୍ଲେଟ (Nplate) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିକ୍ ପୁରପୁରା (ଆଇଟିପି) ଏବଂ ତୀବ୍ର ବିକିରଣ ସିଣ୍ଡ୍ରୋମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଆଇଟିପିରେ ଏହା ବ୍ୟବ‌ହାର କରାଯାଇପାରେ ଯେତେବେଳେ କର୍ଟିକୋଷ୍ଟିରଏଡ, ଇମ୍ୟୁନୋଗ୍ଲୋବୁଲିନ, କିମ୍ବା ସ୍ପ୍ଲେନେକ୍ଟୋମି ଫଳପ୍ରଦ ହୁଏନି ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ରୋମିପ୍ଲୋଷ୍ଟିମ
Clinical data
Trade namesNplate, Romiplate
SynonymsAMG531
AHFS/Drugs.commonograph
MedlinePlusa609008
data
Pregnancy
category
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Elimination half-life1 to 34 days
Identifiers
  • L-methionyl[human immunogloblin heavy constant gamma 1-(227 C-terminal residues)-peptide (Fc fragment)] fusion protein with 41 amino acids peptide, (7-7′:10,10′)-bisdisulfide dimer
Chemical and physical data
FormulaC2634H4086N722O790S18
Molar mass୫୯,୦୮୫.୦୧ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ କର୍କଟ, ରକ୍ତ ଜମାଟ ବାନ୍ଧିବା ଏବଂ ଅସ୍ଥି ମଜ୍ଜା ଫାଇବ୍ରୋସିସ୍ ହୋଇପାରେ | [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଥ୍ରୋମ୍ବୋପଏଟିନ ରିସେପ୍ଟରକୁ ସକ୍ରିୟ କରି ଏହା ପ୍ଲାଟେଲେଟ୍ ଉତ୍ପାଦନକୁ ସକ୍ରିୟ କରିଥାଏ ଓ ଏହା ଫଳରେ ଏହା କାର୍ଯ୍ୟକ୍ଷମ ହୁଏ ।[]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମିପ୍ଲୋଷ୍ଟିମ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏକ ୧୨୫ ମାଇଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୪୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ "Romiplostim Monograph for Professionals". Drugs.com (in ଇଂରାଜୀ). Archived from the original on 16 September 2021. Retrieved 18 October 2021.
  2. ୨.୦ ୨.୧ ୨.୨ "DailyMed - NPLATE- romiplostim injection, powder, lyophilized, for solution". dailymed.nlm.nih.gov. Archived from the original on 16 September 2021. Retrieved 18 October 2021.
  3. "Romiplostim (Nplate) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 18 October 2021.
  4. ୪.୦ ୪.୧ "Nplate". Archived from the original on 3 March 2021. Retrieved 18 October 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1096. ISBN 978-0-85711-369-6.{{cite book}}: CS1 maint: date format (link)
  6. "Nplate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 October 2021.