ରୋଞ୍ଜିନୀ ଚକ୍ରବର୍ତ୍ତୀ
ଭାରତୀୟ ଅଭିନେତ୍ରୀ
ରୋଞ୍ଜିନୀ ଚକ୍ରବର୍ତ୍ତୀ (ଜନ୍ମ: ୨୪ ଫେବୃଆରୀ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ହିନ୍ଦୀ ଓ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ତୁମ୍ବାଡ଼, ଆର୍ଟିକଲ୍ ୧୫ ଓ ଟିଭିଏଫ୍ ପିଚର୍ସ ଭଳି ହିନ୍ଦୀ କଥାଚିତ୍ର ଓ ସିରିଜ୍ରେ ଅଭିନୟ ପାଇଁ ସେ ଜଣାଶୁଣା ।
ରୋଞ୍ଜିନୀ ଚକ୍ରବର୍ତ୍ତୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୧ – ଏବେଯାଏଁ |
ଉଲ୍ଲେଖନୀୟ କୃତି | ତୁମ୍ବାଡ଼, ଆର୍ଟିକଲ୍ ୧୫ ଓ ଟିଭିଏଫ୍ ପିଚର୍ସ |
ବ୍ୟକ୍ତିଗତ ଜୀବନ
ସମ୍ପାଦନା୧୯୯୨ ମସିହାର ଡିସେମ୍ବର ୮ ତାରିଖରେ, ସେ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ କଲେଜ ପଢ଼ାବେଳୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଏକ ବଙ୍ଗଳା ଥିଏଟର ଗ୍ରୁପ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାଥିଏଟରରେ କାମ କରିବା ପରେ, ସେ ପ୍ରଥମେ ବଙ୍ଗଳ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ଏବଂ ପରେ ମୁମ୍ବାଇରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୨୦୧୧ | ଅବୋଶେଷେୟ | ରାଇ | ବଙ୍ଗଳା |
୨୦୧୨ | ଫ୍ରମ୍ ସୀଡ୍ନୀ ଉଇଥ୍ ଲଭ୍ | ସ୍ନେହା | ହିନ୍ଦୀ |
ଆଇ.ଡି. | ପାର୍ଟି ଗାର୍ଲ | ||
୨୦୧୪ | ବ୍ଲାଉଜ୍ | କାନ୍ତା | |
ଟିଅର୍ସ ଅଫ୍ ନନ୍ଦିଗ୍ରାମ୍ | ବଙ୍ଗଳା | ||
୨୦୧୬ | ଅଟୋହେଡ୍ | ରୂପା | ହିନ୍ଦୀ |
୨୦୧୭ | ଶେଷ କଥା | କିଙ୍କିନୀ | ବଙ୍ଗଳା |
୨୦୧୮ | ତୁମ୍ବାଡ଼ | ବିନାୟକଙ୍କ ପତ୍ନୀ | ହିନ୍ଦୀ |
ଶିମ୍ବା | ପୂର୍ଣ୍ଣିମା | ||
୨୦୧୯ | ଛିପା | ନ୍ୟୁଜ୍ପେପର୍ ଗାର୍ଲ | |
ଆର୍ଟିକଲ୍ ୧୫ | ଡ. ମାଳତୀ |
ଅଭିନୀତ ଟିଭି/ୱେବ୍ ସିରିଜ୍
ସମ୍ପାଦନାବର୍ଷ | ଶୀର୍ଷକ | ଭୂମିକା | ପ୍ଲାଟଫର୍ମ | ମନ୍ତବ୍ୟ |
---|---|---|---|---|
କ୍ରାଇମ୍ ପେଟ୍ରୋଲ୍ | ବିଭିନ୍ନ ଚରିତ୍ର | ସୋନି ଟିଭି | ||
୨୦୧୩–୨୦୧୪ | ପାଞ୍ଚ୍ ୫ ରଂ ମେକ୍ ଏ ରାଇଟ୍ | ଜାରା ଅହମ୍ମଦ ଖାନ୍ | ଚେନାଲ୍ ଭି ଇଣ୍ଡିଆ | [୧] |
୨୦୧୫ | ମେନ୍ସ ୱାଲ୍ଡ | ଛାୟା | ୱଆଇ-ଫିଲ୍ମସ୍ | ୱେବ୍ ସିରିଜ୍ |
ଷ୍ଟୋରିଜ୍ ବାଏ ରବୀନ୍ଦ୍ରନାଥ ଠାକୁର | ଗିରିବାଳା | ହୋଇଚୋଇ | ||
୨୦୧୬ | ନଟ୍ ଫିଟ୍ | ଲ୍ୟାଣ୍ଡଲର୍ଡ଼ | ଡାଇସ୍ ମିଡିଆ | [୨] |
୨୦୧୭–୨୦୧୮ | ପିଏ ଗାଲ୍ସ | ସୋନାଲି ମୁଖାର୍ଜୀ | ଗର୍ଲିୟାପ୍ପା (ଟିଭିଏଫ୍) | ୱେବ୍ ସିରିଜ୍[୩][୪] |
୨୦୨୦ | ଓଭର୍ ଟାଇମ୍ | ରମ୍ୟା | ୟୁ-ଟ୍ୟୁବ୍ | ୱେବ୍ ସିରିଜ୍[୫][୬] |
ରକ୍ତାଞ୍ଚଳ | ସୀମା | ଏମ୍ଏକ୍ସ ପ୍ଲେୟାର୍ | ୱେବ୍ ସିରିଜ୍[୭] | |
ଲାଲ୍ବଜାର୍ | ଫର୍ଜାନା | ଜୀ୫ | ୱେବ୍ ସିରିଜ୍[୮][୯] | |
୨୦୨୨ | ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡ଼ର୍ | ଚମ୍ପି | ଡିଜ୍ନି+ ହଟ୍ଷ୍ଟାର୍ | ୱେବ୍ ସିରିଜ୍ |
ଟିଭିଏଫ୍ ପିଚର୍ସ | ଅପରାଜିତା | ଜୀ୫ | ୱେବ୍ ସିରିଜ୍ |
ଆଧାର
ସମ୍ପାଦନା- ↑ "Was scared of getting typecast on TV: Ronjini Chakraborty - Times of India". The Times of India.
- ↑ Not Fit (TV Series 2015– ) - IMDb, retrieved 2021-02-08
- ↑ "Girliyapa to release second season of PA-GALS on August 5 - TelevisionPost". 4 August 2018. Archived from the original on 11 April 2019. Retrieved 30 August 2024.
- ↑ "Akanksha Thakur takes over from Prajakta Koli; Season 2 of Girliyapa's PA-GALS to stream". IWMBuzz (in ଆମେରିକୀୟ ଇଂରାଜୀ). 2018-08-04. Retrieved 2021-02-08.
- ↑ "India's first ever alien invasion show comes to YouTube on January 29". www.adgully.com (in ଆମେରିକୀୟ ଇଂରାଜୀ). Retrieved 2021-02-08.
- ↑ "Overtime aims to be a quirky alien invasion office comedy series". Outlookindia.com. Retrieved 2021-02-08.
- ↑ "Raktanchal trailer: Of tender mafia and the battle for power". The Indian Express (in ଇଂରାଜୀ). 2020-05-26. Retrieved 2021-02-08.
- ↑ "Bollywood actor Ronjini Chakraborty on playing a sex worker in ZEE5's Lalbazaar". www.indulgexpress.com (in ଇଂରାଜୀ). Retrieved 2021-02-08.
- ↑ "Ronjini Chakraborty: Ajay Devgn lending his voice to Lalbazaar has made it larger than life". Cinema Express (in ଇଂରାଜୀ). Retrieved 2021-02-08.