ରେମୋ ଡି'ସୁଜା
ଭାରତୀୟ କଳାକାର , ନୃତ୍ୟକାର, ନୃତ୍ୟ ନିର୍ଦ୍ଦେଶକ
ରେମୋ ଡି'ସୁଜା (ଜନ୍ମ ନାମ ରମେଶ ଗୋପି ନାଏର , [୨] ଜନ୍ମ ୨ ଅପ୍ରେଲ ୧୯୭୨) ଜଣେ ଭାରତୀୟ କଳାକାର , ନୃତ୍ୟକାର, ନୃତ୍ୟ ନିର୍ଦ୍ଦେଶକ, ଅଭିନେତା , ଯଦିଓ ସେ ନୃତ୍ୟ ନିର୍ଦ୍ଦେଶନାରେ ଅଧିକ ଜଡ଼ିତ ,ଏହା ସତ୍ତ୍ୱେ ବି ସେ ହିନ୍ଦୀ ଚଳଚ୍ଚିତ୍ର ତଥା ବଙ୍ଗାଳି ଚଳଚ୍ଚିତ୍ରରେ ଅବଦାନ କରିଛନ୍ତି । ସେ ଝଲକ ଦିଖଲାଜା ନାମକ ଏକ ଶୋରେ ଅଭିନେତ୍ରୀ ମାଧୁରୀ ଦୀଖିତ ଏବଂ ନିର୍ଦ୍ଦେଶକ କରନ ଜୋହାରଙ୍କ ସହିତ ବିଚାରକ ଥିଲେ । ସେ ଏବେ ସ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକ ନୃତ୍ୟ ଶୋରେ ଧର୍ମେଶ ୟେଲେଣ୍ଡେ, ଶକ୍ତି ମୋହନ ଏବଂ ପୁନିତ ପାଠକଙ୍କ ସହିତ ସୁପର୍ ବିଚାରକ ଅଛନ୍ତି ।
ରେମୋ ଡି'ସୁଜା | |
---|---|
ଜନ୍ମ | Ramesh Gopi Nair ୨ ଅପ୍ରେଲ ୧୯୭୨ |
ଜାତୀୟତା | Indian |
ବୃତ୍ତି(ସମୂହ) | Film Actor, Director, Choreographer |
ସକ୍ରିୟ ବର୍ଷ | 1995–present |
ବୈବାହିକ-ସାଥୀ | Lizelle D'Souza |
ସନ୍ତାନ | Druv Gabriel |
ପିତାମାତା(s) | Gopi Nair Madhaviyamma |
ଆଧାର
ସମ୍ପାଦନା- ↑ Remo D'Souza (26 December 2013). Ninth Episode: Remo D'Souza. YouTube (Video). Asian Paints' Har Ghar Kucch Kehta Hai [Asian Paints' Every Home Has a Tale to Tell] (in Hindi). Event occurs at 1:00. Retrieved 7 August 2016.
{{cite AV media}}
: CS1 maint: unrecognized language (link) - ↑ "Do you know Remo D'Souza's real name?". The Times of India. Asian News International. 23 March 2014. Retrieved 12 November 2014.