ରେନାଲ୍ କର୍ଟିକାଲ୍ ନେକ୍ରୋସିସ
ରେନାଲ୍ କର୍ଟିକାଲ୍ ନେକ୍ରୋସିସ ( RCN ) ରୋଗରେ ବୃକ୍କର ବାହ୍ୟ ଅଂଶର ମୃତ୍ୟୁ ହୁଏ | [୩] ଏହାର ଲକ୍ଷଣ ମଧ୍ୟରେ ପରିସ୍ରା ପରିମାଣ ହ୍ରାସ, ଅଣ୍ଟାର ଦୁଇ ପାଖରେ ଯନ୍ତ୍ରଣ୍ ଏବଂ ବାଦାମୀ ରଙ୍ଗର ପରିସ୍ରା ହୋଇପାରେ |[୧] ରୋଗ ଜଟିଳ ହେଲେ ତୀବ୍ର କିଡନୀ ଆଘାତ ହୋଇପାରେ | [୧]
Kidney cortical necrosis, diffuse bilateral renal cortical necrosis (BRCN), diffuse cortical necrosis, acute cortical necrosis, acute kidney failure with acute cortical necrosis | |
ବିଭାଗ | Nephrology |
---|---|
ଲକ୍ଷଣ | Decreased urine volume, flank pain, dark brown urine[୧] |
କାରଣ | Sepsis, hemolytic-uremic syndrome, dehydration, preeclampsia, rejection of a transplanted kidney, certain toxin[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, kidney biopsy[୧] |
ସଠିକ ରୋଗ ନିର୍ଣ୍ଣୟ | Other causes of acute kidney injury[୧] |
ଚିକିତ୍ସା | Supportive care, underlying cause[୧] |
Prognosis | >20% one year risk of death[୨] |
ପୁନଃପୌନିକ | Rare[୨] |
ଏହାର କାରଣ ମଧ୍ୟରେ ସେପସିସ୍, ହେମୋଲାଇଟିକ୍-ୟୁରେମିକ୍ ସିଣ୍ଡ୍ରୋମ, ନିର୍ଜଳନ, ପ୍ରିଏକ୍ଲାମ୍ପସିଆ, ପ୍ରତ୍ୟାରୋପଣ ପ୍ରତ୍ୟାଖ୍ୟାନ ଏବଂ କିଛି ବିଷାକ୍ତ ପଦାର୍ଥ ଅନ୍ତର୍ଭୁକ୍ତ ହୋଇପାରେ | [୩] ବୃକ୍କ ସରବରାହ କରୁଥିବା ସରୁ ଧମନୀରେ ଆଘାତ ଯୋଗୁ ନିମ୍ନ ରକ୍ତଚାପ ହୁଏ ଓ ସେଥିପାଇଁ ଏହି ରୋଗ ହୁଏ । [୧] [୪] ଇମେଜିଙ୍ଗ ବା ବୃକ୍କ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଇପାରେ। [୧]
ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ ଓ ସହାୟକ ଯତ୍ନ ନିଆଯାଏ ।[୩] ଏଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ, ଆଣ୍ଟିବାୟୋଟିକ କିମ୍ବା ଡାଏଲିସିସ ଆବଶ୍ୟକ ହୋଇପାରେ | [୧] ଦୀର୍ଘକାଳୀନ ଡାଏଲିସିସ୍ କିମ୍ବା କିଡନୀ ପ୍ରତିରୋପଣ ଆବଶ୍ୟକ ହୋଇପାରେ | [୧] ଏକ ବର୍ଷ ମଫହ୍ୟରେ ମୃତ୍ୟ ବିପଦ ୨୦%ରୁ ଅଧିକ ଥାଏ | [୪] ରେନାଲ୍ କର୍ଟିକାଲ୍ ନେକ୍ରୋସିସ୍ ଏକ ବିରଳ ରୋଗ ଅଟେ | [୨] ପ୍ରାୟ ୧୦% ମାମଲା ପିଲାମାନଙ୍କଠାରେ ହୋଇଥାଏ। [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Cortical Necrosis of the Kidneys - Kidney and Urinary Tract Disorders". Merck Manuals Consumer Version. Archived from the original on 28 February 2021. Retrieved 27 January 2021.
- ↑ ୨.୦ ୨.୧ ୨.୨ ୨.୩ "Renal Cortical Necrosis - Genitourinary Disorders". Merck Manuals Professional Edition. Archived from the original on 11 November 2017. Retrieved 28 January 2021.
- ↑ ୩.୦ ୩.୧ ୩.୨ "Cortical Necrosis of the Kidneys - Kidney and Urinary Tract Disorders". Merck Manuals Consumer Version. Archived from the original on 28 February 2021. Retrieved 27 January 2021.
- ↑ ୪.୦ ୪.୧ "Renal Cortical Necrosis - Genitourinary Disorders". Merck Manuals Professional Edition. Archived from the original on 11 November 2017. Retrieved 28 January 2021.