ରୂରକୀ କାଣ୍ଟନମେଣ୍ଟ
ରୂରକୀ କାଣ୍ଟନମେଣ୍ଟ, ଭାରତୀୟ ରାଜ୍ୟ ଉଟତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଏକ କାଣ୍ଟନମେଣ୍ଟ ଅଞ୍ଚଳ । ଏଠାରେ ବ୍ରିଟିଶ ସମୟରେ ମଧ୍ୟ ଭାରତର ଏକ ସର୍ବ ପ୍ରାଚୀନ କାଣ୍ଟନମେଣ୍ଟ ସ୍ଥାପିତ 1853 ମସିହାରେ [୧] ହେଇଥିଲା । ଏଠାରେ ବେଙ୍ଗଲ ଇଞ୍ଜିନିଅର ଗ୍ରୁପର ମୁଖ୍ୟାଳୟ ରହିଥିଲା । .[୨][୩]
ରୂରକୀ କାଣ୍ଟନମେଣ୍ଟ | |
---|---|
city | |
Country | India |
State | Uttarakhand |
District | Hardwar |
Elevation | 284 m (932 ft) |
Population (2001) | |
• Total | ୧୭,୭୪୭ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UK 08 |
Website | cbroorkee |
ଇତିହାସ
ସମ୍ପାଦନା1853 ମସିହାରେ ଏଠାରେ ବେଙ୍ଗଲ ରେଜିମେଣ୍ଟର କଣ୍ଟନମେଣ୍ଟ ରହିଆସିଥିଲା । .[୪] ବର୍ତ୍ତମାନ ସେଠାରେ ଭାରତୀୟ ସେନାର ବେସ ରହିଛି । ,[୪] 1901 ମସିହାରେ ଏହି କନ୍ତାଂମେଣ୍ଟର ଜନସଂଖ୍ୟା 2951 ରହିଥିଲା । .[୫]
ଜନସଂଖ୍ୟା
ସମ୍ପାଦନା2001 ଜନଗଣନା [୬]ଅନୁସାରେ ରୂରକୀ କାଣ୍ଟନମେଣ୍ଟର ଜନସଂଖ୍ୟା17,747 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 61 %ଥିବା ବେଳେ ମହିଳା ସଂଖ୍ୟା 39% ଥିଲା । ଏଠାରେ ସାକ୍ଷ୍ୟରତା ହାର 87% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ରୂରକୀ କାଣ୍ଟନମେଣ୍ଟ ରେ 6 ବର୍ଷରୁ କମ ଆବାଡୀ 10% ଥିଲା ।
References
ସମ୍ପାଦନା- ↑ "Roorkee - History". Archived from the original on 2008-04-06. Retrieved 2016-12-28.
- ↑ Bengal Sappers’ saga of valour The Tribune, 24 November 2008.
- ↑ Roorkee Cantonment
- ↑ ୪.୦ ୪.୧ Roorkee Town2 The Imperial Gazetteer of India, v. 21, p. 325.
- ↑ Roorkee Town 3 The Imperial Gazetteer of India, v. 21, p. 326.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.