ରୁଦ୍ର ପ୍ରତାପ ସିଂହ , କ୍ରିକେଟର
pronunciation (help·info) (ଜନ୍ମ ୬ ଡିସେମ୍ବର ୧୯୮୫ )[୧] ଜଣେ ଭାରତୀୟ ବାମ ହାତି ଦ୍ରୁତ ବୋଲର । ସେ ଭରତକୁ ଆନ୍ତର୍ଜାତୀୟ କ୍ଷେତ୍ରରେ ଟେଷ୍ଟ , ଏକଦିବସିୟ ଓ T୨୦Iରେ ପ୍ରତିନିଧିତ୍ୱ କରିଛନ୍ତି ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ରୁଦ୍ର ପ୍ରତାପ ସିଂହ | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Rae Bareli, Uttar Pradesh,[୧] India | ୬ ଡିସେମ୍ବର ୧୯୮୫|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Left arm fast-medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | 21 January 2006 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 18 August 2011 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 161) | 4 September 2005 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 16 September 2011 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 13) | 13 September 2007 v Scotland | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 16 June 2009 v South Africa | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2003 – 2015 | Uttar Pradesh | |||||||||||||||||||||||||||||||||||||||||||||||||||||||||||||||||
2007 | Leicestershire | |||||||||||||||||||||||||||||||||||||||||||||||||||||||||||||||||
2008–2010 | Deccan Chargers | |||||||||||||||||||||||||||||||||||||||||||||||||||||||||||||||||
2011 | Kochi Tuskers Kerala | |||||||||||||||||||||||||||||||||||||||||||||||||||||||||||||||||
2012 | Mumbai Indians | |||||||||||||||||||||||||||||||||||||||||||||||||||||||||||||||||
2013 | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2015-present | Gujarat | |||||||||||||||||||||||||||||||||||||||||||||||||||||||||||||||||
2016-present | Rising Pune Supergiants | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, 28 February 2012 |
ସେ ପ୍ରଥମ କରି ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ବାଂଲାଦେଶରେ ହେଇଥିବା ୧୯ ବର୍ଷରୁ କମ ବିଶ୍ୱ କପରେ ୨୦୦୪ରେ ଏକ ମେଚରେ ୮ଟି ୱିକେଟ ୨୪.୭୫ ହାରରେ ନେଇଥିଲେ । ଏହା ପରେ ଘରେଇ ରଣଜୀ ଟ୍ରଫିରେ ଉତ୍ତର ପ୍ରଦେଶ ପାଇଁ ନିରନ୍ତର ଭାବେ ଭଲ ପ୍ରଦର୍ଶନ ଜରିଆରେ ୨୦୦୫ ଯାତୀୟ ଏକଦିବସୀୟ ଜାତୀୟ ଦଳ ପାଇଁ ମନୋନୀତ ହେଇଥିଲେ । ୨୦୧୫ରେ ସେ ରଣଜୀ ଟ୍ରଫି ପାଇଁ ଗୁଜରାଟ ଦଳ ପାଇଁ ପ୍ରତିନିଧିତ୍ୱ କଲେ ।
ଦେଶ ପାଇଁ ତାଙ୍କର ତୃତୀୟ ଏକଦିବାସୀୟ ମେଚରେ ସେ '" men of the match' ପୁରସ୍କାର ପାଇଥିଲେ। ବ୍ୟାଟିଂ ପାଇଁ ଉପଯୁକ୍ତ ପିଚରେ ସ୍ୱୀଙ୍ଗ କରିପାରିବାର ଦକ୍ଷତା ପ୍ରତିପାଦନ କରିପାରୁଥିଲେ । ଶ୍ରୀଲଙ୍କା ବିରୁଦ୍ଧ ମେଚରେ ସେ ୮.୫ ଓଭରରେ ୩୫ ରନ ଦେଇ ୪ଟି ୱିକେଟ ନେଇ ଅନ୍ତର୍ଜାତିକ ସ୍ତରରେ ତାଙ୍କର ଉପସ୍ଥିତି ଜାହିର କରିଥିଲେ । ଏହା ପରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇଲେ । ପାକିସ୍ତାନ ସହ ୨ ୟ ଟେଷ୍ଟ ଖେଳି ସେଥିରେ ସେ ସେ ୫ ୱିକେଟ ନେବା ସହ ଜୀବନର ପ୍ରଥମ ଟେଷ୍ଟରେ 'men of the match' ପୁରସ୍କାର ଜିତିଲେ ।
ପାକିସ୍ଥାନ ସହ ଏକଦିବାସୀୟ ସିରିଜରେ ସେ ଚତୁର୍ଥ ମେଚରେ ୪ ୱିକେଟ ନେବା ଫଳରେ ଭରତ ସିରିଜ କାବୁ କରିଥଲା ଓ ସେ ପୁଣି 'men of the match' ପୁରସ୍କାର ପାଇଥିଲେ ।
କିନ୍ତୁ ତାହା ପରେ ସେ ତାଙ୍କର ଫର୍ମ ବଜାୟ ରଖିବାରେ ଅସମର୍ଥ ହେଇଥିଲେ ଓ ନିୟମିତ ଭାବରେ ଜାତୀୟ ଦଳରେ ସ୍ଥାନ ପାଇ ନଥିଲେ ।
୨୦୦୬ରେ ସେ ଇଂଲଦର କାଉନ୍ତି ମେଚ ଖେଳିଥିଲେ । ତାହା ପରେ ସେ ପୁଣି ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ଇଂଲଣ୍ଡରେ ସେ ଟେଷ୍ଟ ଖେଳି ଭଲ ପ୍ରଦର୍ଶନ ଦେଇଥିଲେ ।
ଭାରତ ଜିତିଥିବା ବିଶ୍ୱର ପ୍ରଥମ T୨୦ ବିଶ୍ୱ କପ , ୨୦୦୭ରେ ରୁଦ୍ର ପ୍ରତାପ ଖେଳିବା ପାଇଁ ମନୋନୀତ ହେଇ ସେହି ତୁର୍ଣାମେଣ୍ଟରେ ୧୨ଟି ୱିକେଟ ନେଇ ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ । ସୁପର ୮ ସ୍ତରରେ ସେ ଆଫ୍ରିକା ବିପକ୍ଷ ମେଚରେ ସେ ୧୩ ରନ ଦେଇ ୪ ୱିକେଟ ନେବା ଫଳରେ ଭାରତ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲା ।
ତାହା ପରେ ସେ ଭରତରେ ଆସ୍ତେଲିଆ ବିରୁଦ୍ଧ ଏକଦିବାସୀୟ ସିରିଜରେ ୧୧ଟି ୱିକେଟ ନେଇଥିଲେ । ୨୦୧୧ରେ ୩ ବର୍ଷ ବ୍ୟବଧାନରେ ପୁନର୍ବାର ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରି ଇଂଲଣ୍ଡ ଗସ୍ତରେ ଖେଳିଥିଲେ ।[୨]
ଆଇପିଏଲରେ ରୁଦ୍ର ପ୍ରତାପ
ସମ୍ପାଦନାଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଗର, ହଇଦରାବାଦ ଦଳ ପାଇଁ ଖେଳି ପରେ ପୁନେ ପାଇଁ ମଧ୍ୟ ଖେଳିଥିଲେ । ୨ ୟ ଆଇପିଏଲରେ ସେ ୨୩ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ନେବାର କୃତି ଅର୍ଜନ କରିଥିଲେ ଓ ସେହି ପ୍ରଦର୍ଶନ ବଳରେ ୨୦୦୯ T ୨୦ ବିଶ୍ୱକପ ପାଇଁ ମନୋନୀତ ହେଲେ[୩] ।IPLରେ ସେ ୫୨ଟି ୱିକେଟ ନେଇ ସର୍ବାଧିକ ୱିକେଟ ନେଇଥିବା ବୋଲର ହେଇଥିଲେ । ୨୦୧୨ରେ ସେ ମୁମ୍ବାଇ ଦଳ ପାଇଁ ଆଇପିଏଲ ଖେଳିଲେ । ତତ୍ ପର ବର୍ଷ ସେ ବାଙ୍ଗାଲୋର ଦଳକୁ ଯାଇଥିଲେ । କିନ୍ତୁ ୨୦୧୪ରେ ସେ କୌଣଶି ଦଳ ପାଇଁ ଚୁକ୍ତି ବଦ୍ଧ ହେଇପାରି ନଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Biography of RP Singh @ maps of India
- ↑ Guardian, The (7 ଅଗଷ୍ଟ 2011). "India's Zaheer Khan ruled out of England series with ankle injury". The Guardian Newspaper. London: The Guardian. Retrieved 7 ଅଗଷ୍ଟ 2011.
{{cite news}}
: More than one of|accessdate=
and|access-date=
specified (help) - ↑ ଛାଞ୍ଚ:Www.indianexpress.com/iep/sunday/story/222561. .html Article in Indian Express news paper
ବାହାର ଲିଙ୍କ
ସମ୍ପାଦନା- R.P. Singh Official Website Archived 10 November 2016 at the Wayback Machine.
- ରୁଦ୍ର ପ୍ରତାପ ସିଂହ , କ୍ରିକେଟର ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo
- Article in Indian Express news paper
- R P Singh IPL Profile Archived 27 February 2013 at the Wayback Machine.
- ଟୁଇଟରରେ ରୁଦ୍ର ପ୍ରତାପ ସିଂହ , କ୍ରିକେଟର