ରିଭାରୋକ୍ସାବାନ

ରିଭାରୋକ୍ସାବାନ ଏକ ରକ୍ତ ପତଳାକାରୀ ଔଷଧ ଯାହା ରକ୍ତ ଜମାଟ ପ୍ରତିରୋଧ ନିମନ୍ତେ ଦିଆଯାଏ ।

 

ରିଭାରୋକ୍ସାବାନ
Clinical data
Trade namesXarelto, others
SynonymsBAY 59-7939
AHFS/Drugs.commonograph
MedlinePlusa611049
data
Pregnancy
category
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability80–100%; Cmax = 2–4 hours (10 mg oral)[୪]
MetabolismCYP3A4, CYP2J2 and CYP-independent mechanisms[୪]
Elimination half-life5–9 hours in healthy subjects aged 20 to 45[୪][୫]
Excretion2/3 metabolized in liver and 1/3 eliminated unchanged[୪]
Identifiers
  • (S)-5-chloro-N-{[2-oxo-3-[4-(3-oxomorpholin-4-yl)
    phenyl]oxazolidin-5-yl]methyl} thiophene-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.210.589 Edit this at Wikidata
Chemical and physical data
FormulaC19H18ClN3O5S
Molar mass୪୩୫.୮୮ g·mol−1
3D model (JSmol)
  • O=C1COCCN1c2ccc(cc2)N3C[C@@H](OC3=O)CNC(=O)c4ccc(s4)Cl
  • InChI=1S/C19H18ClN3O5S/c20-16-6-5-15(29-16)18(25)21-9-14-10-23(19(26)28-14)13-3-1-12(2-4-13)22-7-8-27-11-17(22)24/h1-6,14H,7-11H2,(H,21,25)/t14-/m0/s1 checkY
  • Key:KGFYHTZWPPHNLQ-AWEZNQCLSA-N checkY
 ☒NcheckY (what is this?)  (verify)

ରିଭାରୋକ୍ସାବାନ (ଇଂରାଜୀ ଭାଷାରେ Rivaroxaban), ବ୍ରାଣ୍ଡ ନାମ ଜାରେଲ୍ଟୋ/ Xarelto, ଏକ ରକ୍ତ ପତଳାକାରୀ ଔଷଧ ଯାହା ରକ୍ତ ଜମାଟ ପ୍ରତିରୋଧ ନିମନ୍ତେ ଦିଆଯାଏ । [୬] ନିର୍ଦ୍ଦିଷ୍ଟ ଭାବରେ ଏହା ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଫୁସଫୁସ ଏମ୍ବୋଲିଜ୍ମର ଚିକିତ୍ସା ପାଇଁ ଓ ରକ୍ତ ଜମାଟ ପ୍ରତିରୋଧ ନିମନ୍ତ ଆଟ୍ରିଆଲ୍ ଫାଇବ୍ରିଲେସନ ଏବଂ ହିପ କିମ୍ବା ଆଣ୍ଠୁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ବ୍ୟବହୃତ ହୁଏ | [୭] ଏହା ପାଟିରେ ଦିଆଯାଏ | [୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୁଏ | [୭] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡ ହେମାଟୋମା ଏବଂ ଆନାଫାଇଲକ୍‌ସିସ ହୋଇପାରେ | [୭] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୮] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସ‌ହିତ ଅଳ୍ପ ପ୍ରତିକ୍ରିୟା ହୁଏ । [୯] ଏହା ଫ୍ୟାକ୍ଟର ଏକ୍ସଏର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟ କରେ | [୭]

ରିଭାରୋକ୍ସାବାନ ୨୦୦୭ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୨୦୧୧ ମସିହାରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୧୦] ଯୁକ୍ତରାଷ୍ଟ୍ରରେ ଏହା ୨୦୨୪ ମସିହା ପର୍ଯ୍ୟନ୍ତ ସାଧାରଣ ଔଷଧ ଭାବରେ ଉପଲବ୍ଧ ହେବ ନାହିଁ | [୧୧] [୧୨] ଏକ ମାସ ଯୋଗାଣ ନିମନ୍ତେ ବ୍ରିଟେନରେ ୨୦୨୦ ମସିହାରଏଏନଏଚଏସର £ ୫୦ ଏହା ବାବଦରେ ଖର୍ଚ୍ଚ ହୋଇଥିଲା । [୧୩] ଆମେରିକାରେ ଏହି ପରିମାଣର ହୋଲସେଲ୍ ମୂଲ୍ୟ ଆମେରିକୀୟ 430 ଡଲାର ଥିଲା ।[୧୪] ୨୦୧୭ ମସିହାରେ ଏହା ଆମେରିକାର ୧୦୯ ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୫] [୧୬]

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Drugs.com pregnancy ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Xarelto EPAR ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Xarelto FDA label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ ୪.୨ ୪.୩ "Xarelto: Summary of Product Characteristics". Bayer Schering Pharma AG. 2008. Retrieved February 11, 2009.
  5. Abdulsattar Y, Bhambri R, Nogid A (May 2009). "Rivaroxaban (xarelto) for the prevention of thromboembolic disease: an inside look at the oral direct factor xa inhibitor". P & T. 34 (5): 238–44. PMC 2697099. PMID 19561868.
  6. "Rivaroxaban Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  7. ୭.୦ ୭.୧ ୭.୨ ୭.୩ ୭.୪ "Rivaroxaban Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  8. "Rivaroxaban Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
  9. Kiser, Kathryn (2017). Oral Anticoagulation Therapy: Cases and Clinical Correlation (in ଇଂରାଜୀ). Springer. p. 11. ISBN 9783319546438.
  10. "Generic Xarelto Availability". Drugs.com. Retrieved 9 May 2017.
  11. "Orange Book: Approved Drug Products with Therapeutic Equivalence Evaluations". www.accessdata.fda.gov. Retrieved 2019-04-24.
  12. "Bayer, J&J Win Ruling That Upholds Patent for Xarelto Drug". 2019-04-22. Retrieved 2019-04-24.
  13. BNF (80 ed.). London: BMJ Group and the Pharmaceutical Press. September 2020 – March 2021. pp. 137–139. ISBN 978-0-85711-369-6.{{cite book}}: CS1 maint: date format (link)
  14. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  15. "The Top 300 of 2020". ClinCalc. Retrieved 11 April 2020.
  16. "Rivaroxaban - Drug Usage Statistics". ClinCalc. Retrieved 11 April 2020.