ରାମ ଦୁଲାରି ସିହ୍ନା
ଭାରତୀୟ ରାଜନୀତିଜ୍ଞ
ଏହି ପ୍ରସଙ୍ଗଟିକୁ ଓଡ଼ିଆକୁ ଅନୁବାଦ କରିବାକୁ ପଡ଼ିବ । ଏହି ପ୍ରସଙ୍ଗଟି ଓଡ଼ିଆ ଭାଷାରେ ଲେଖାଯାଇ ନାହିଁ । ଏହି ଉଇକିପିଡ଼ିଆଟି ଓଡ଼ିଆ ଭାଷାଭାଷୀ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ଭାଷାର ଉଇକିପିଡ଼ିଆ ବାବଦରେ ଜାଣିବା ପାଇଁ ଉଇକିପିଡ଼ିଆମାନଙ୍କର ତାଲିକା ଦେଖନ୍ତୁ । ଓଡ଼ିଆରେ ଲେଖିବା ପାଇଁ ସହଯୋଗ ଚାହୁଁଥିଲେ ଏହି ଲିଙ୍କ୍ଟି ଦେଖନ୍ତୁ । If you have just labeled this page as needing translation, please add {{subst:Needtrans | pg = ରାମ ଦୁଲାରି ସିହ୍ନା | Language = unknown | Comments = }} ~~~~ to the bottom of this section of Pages needing translation into Odia. |
ରାମ ଦୁଲାରି ସିହ୍ନା (୧୯୨୨-୧୯୯୪) ଜଣେ ଭାରତୀୟ ମହିଳା ପାର୍ଲିଆମେଣ୍ଟାରିଆନ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟପାଳ । ସେ ଆନ୍ତର୍ଜାତିକ ଶ୍ରମିକ ସଂଗଠନର ଭାଇସ- ଚେୟାରମ୍ୟାନ ନିର୍ବାଚିତ ହେଇଥିଲେ । ସେ ବିହାର ରାଜ୍ୟର ପ୍ରଥମ ମହିଳା ପୋଷ୍ଟ ଗ୍ରାଜୁଏଟ । ସେ ମଧ୍ୟ ବିହାରର ପ୍ରଥମ ମହିଳା ଯିଏ ରାଜ୍ୟପାଳ ଭାବରେ ରହିଥିଲେ । ସେ ୧୯୮୮ ମସିହାରୁ ୧୯୯୦ ମସିହା ଯାଏ କେରଳ ରାଜ୍ୟର ରାଜ୍ୟପାଳ ଥିଲେ । [୧]
ରାମ ଦୁଲାରି ସିହ୍ନା | |
---|---|
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Gopalganj, Bihar | ୮ ଡିସେମ୍ବର ୧୯୨୨
ମୃତ୍ୟୁ | 31 August 1994 New Delhi |
ଜାତୀୟତା | Indian |
ରାଜନୀତିକ ଦଳ | Indian National Congress |
ଜୀବନ ସାଥୀ | Thakur Jugal Kishore Sinha |
ସନ୍ତାନ | Madhurendra Kumar Singh |
ଘର | Patna |
ରାଜନୈତିକ ଜୀବନୀ
ସମ୍ପାଦନା- ୧୯୫୨ ମସିହାରେ ପ୍ରଥମ ବିହାର ବିଧାନ ସଭାର ସଦସ୍ୟା
- ୧୯୬୨ ପାଟଣା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ
- ୧୯୬୯ ବିହାର ବିଧାନ ସଭା ସଦସ୍ୟା ଭାବେ ନିର୍ବାଚିତ
- ୧୯୭୧ରୁ ୧୯୭୭ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ
- ୧୯୮୦ ଲୋକ ସଭା ସଦସ୍ୟା
- ୧୯୮୦ କେନ୍ଦ୍ରରେ ରାଜ୍ୟ ପାହ୍ୟା ମନ୍ତ୍ରୀ
- ୧୯୮୪ ଲୋକ ସଭା ପାଇଁ ପୁନର- ନିର୍ବାଚିତ
- ୧୯୮୪ରୁ ୧୯୮୮ କେନ୍ଦ୍ର ଗୃହ ବ୍ୟାପାର ବିଭାଗ ମନ୍ତ୍ରୀ
- ୧୯୮୮ରୁ ୧୯୯୦ କେରଳ ରାଜ୍ୟର ରାଜ୍ୟପାଳ
Year | Constituency | Votes Polled | Vote % | Winner |
---|---|---|---|---|
1951 | 98. Majorganj | 11520 | 51.73% | Yes |
1969 | 22. Gopalganj | 15197 | 36.09% | Yes |
1972 | 22. Gopalganj | 19749 | 42.36% | Yes |
Year | Constituency | Votes Polled | Vote % | Winner |
---|---|---|---|---|
1962 | 35. Patna | 101687 | 44.89% | Yes |
1980 | 12. Sheohar | 174188 | 41.95% | Yes |
1984 | 12. Sheohar | 254881 | 52.45% | Yes |
ଆଧାର
ସମ୍ପାଦନା- ↑ "INDIA PROBES DEATH PLOT, BOMBING TIES". Chicago Tribune. 17 May 1985. Archived from the original on 2012-11-07. Retrieved 2009-08-24.