ରାମିପ୍ରିଲ
ରାମିପ୍ରିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଆଲ୍ଟେସ୍, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ବୃକ୍କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅଧିକ ବିପଦ ଥିବା ଲୋକଙ୍କ ହୃଦ୍-ରକ୍ତନାଳୀ ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ବ୍ୟବହୃତ ହୁଏ । [୧] ଉଚ୍ଚ ରକ୍ତଚାପ ରୋଗର ଏହା ଏକ ଯୁକ୍ତିଯୁକ୍ତ ପ୍ରାରମ୍ଭିକ ଚିକିତ୍ସା । [୧] ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Altace, others |
AHFS/Drugs.com | monograph |
MedlinePlus | a692027 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 28% |
Protein binding | 73% (ramipril) 56% (ramiprilat) |
Metabolism | Liver, to ramiprilat |
Elimination half-life | 13 to 17 hours |
Excretion | Kidney (60%) and fecal (40%) |
Identifiers | |
| |
ECHA InfoCard | 100.170.726 |
Chemical and physical data | |
Formula | C23H32N2O5 |
Molar mass | ୪୧୬.୫୨ g·mol−1 |
3D model (JSmol) | |
Melting point | 109 °C (228 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥକ୍କା ଅନୁଭବ କରିବା ଏବଂ କାଶ ହୋଇପାରେ । [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଆଞ୍ଜିଓଇଡିମା, ବୃକ୍କ ସମସ୍ୟା ଏବଂ ଉଚ୍ଚ ରକ୍ତ ପୋଟାସିୟମ୍ ହୋଇପାରେ। [୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ପରାମର୍ଶ ଦିଆଯାଇନଥାଏ । [୨] ଏହା ଏକ ରେନିନ-ଆଞ୍ଜିଓଟେନସିନ-ଆଲଡୋଷ୍ଟେରନ ପ୍ରତିବନ୍ଧକ ଏବଂ ରେନିନ-ଆଙ୍ଗିଓଟେନସିନ୍-ଆଲଡୋଷ୍ଟେରନ୍ କାର୍ଯ୍ୟକଳାପ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୧]
ରାମିପ୍ରିଲ ୧୯୮୧ରେ ପ୍ୟାଟେଣ୍ଟ ହୋଇଥିଲେ ଏବଂ ୧୯୮୯ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲେ ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୪] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ପାଇଁ ୨୦୨୦ ସୁଦ୍ଧା £ ୧ରୁ କମ୍ ଖର୍ଚ୍ଚ କରିଥାଏ। [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ 2 ଆମେରିକୀୟ ଡଲାର ଅଟେ। [୫] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୩୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ପାଞ୍ଚ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୬] [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ramipril Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 28 June 2019. Retrieved 3 March 2019.
- ↑ "Ramipril Pregnancy and Breastfeeding Warnings". Drugs.com (in ଇଂରାଜୀ). Archived from the original on 13 October 2017. Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 469. ISBN 9783527607495. Archived from the original on 1 March 2019. Retrieved 1 March 2019.
- ↑ ୪.୦ ୪.୧ BNF (80 ed.). London: BMJ Group and the Pharmaceutical Press. September 2020 – March 2021. pp. 184–185. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 6 March 2019. Retrieved 3 March 2019.
- ↑ "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
- ↑ "Ramipril - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.