[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ravangla
town
Temi Tea Gardens in Ravangla
Temi Tea Gardens in Ravangla
Country India
StateSikkim
DistrictSouth Sikkim
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

ରାଭଙ୍ଗଳା,  ଭାରତୀୟ ରାଜ୍ୟ ସିକ୍କିମର ଦକ୍ଷିଣ ସିକ୍କିମ ଜିଲ୍ଲାର ଏକ ପର୍ଯ୍ୟଟନ ସହର । ଏହା ସମୁଦ୍ରପତ୍ତାନଠାରୁ 7000 ଫୁଟ ଉପରେ ରହିଥିବାରୁ ଏହା ଶୈଳନିବାସ ଭାବରେ ବ୍ୟବହାର ହେଇଥାଏ । ଏଠାକୁ ରାଜ୍ୟ ରାଜପଥ ଯୋଗେ ସିକ୍କିମର ସମସ୍ତ ଅଞ୍ଚଳରୁ ଆସିବାର ସୁବିଧା ରହିଛି । ଏଠାରୁ ମାଇନାମ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଆରମ୍ଭ ହେଇଥାଏ । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ରାଭଙ୍ଗଳା ର ଭୌଗୋଳିକ ଅବସ୍ଥିତିଠାରେ । ଏଠାରୁ କଞ୍ଚନଜଙ୍ଘା ପର୍ବତ , ପାଣ୍ଡିମ ପର୍ବତ ସିନିୟଲ୍ଚୁ ପର୍ବତ ଦୃଷ୍ଟିଗୋଚର ହେଇଥାଏ । ଶୀତ କାଳରେ ଏଠାରେ ବରଫପାତ ମଧ୍ୟ ହେଇଥାଏ । 

ବୃକ୍ଷ  ସମ୍ପାଦନା

ଶୀତ କାଳରେ ଏହା ବରଫାବୃତ ରହିବା ସହ ଗ୍ରୀଷ୍ମ କାଳରେ ଏଠାରେ ଅର୍ଚିଡ ଜାତୀୟ ବୃକ୍ଷୀରେ ପୁଷ୍ପ ଭର୍ତ୍ତି ରହିଥାଏ । ଏଠାରେ ବହୁ ପରିମାଣରେ ରୋଡୋଡେନ୍ଦ୍ରନ ଜାତୀୟ ବୃକ୍ଷୀ ଦେଖା ଯାଇଥାଏ । 

ପକ୍ଷୀ ସମୂହ  ସମ୍ପାଦନା

 
Grey bushchat at Ravangla Sikkim.

ଏହାର ଅରନ୍ୟାଞ୍ଚଳରେ ବହୁ ସଂଖ୍ୟାରେ ହିମାଳୟାନ ପକ୍ଷୀର ସମାହାର ଦେଖା ଯାଏ । ଏହି ପକ୍ଷୀ ସମୂହକୁ ଦେଖିବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି । 


ତିବବତୀୟ ସଂପ୍ରଦାଯ  ସମ୍ପାଦନା

 
Tibetan Carpet Factory of Ravangla, Sikkim.

ରାଳଙ୍ଗ ମୋନାଷ୍ଟେରି.ନାମକ ଏକ ବୌଦ୍ଧ ଉପାସନା ପିଠା ଏଠାରେ ରହିଛି । କେତେକ ତିବବତୀୟ ବୌଦ୍ଧ ଭକ୍ତ ଏଠାରେ ରହିଥାନ୍ତି । [୧]

 
View of the hotels and the Jeep stand

ଶିକ୍ଷା ସମ୍ପାଦନା

ଏଠାରେ ସିକ୍କିମ ଜାତୀୟ ବାଇସେୟିକ ପ୍ରତିଷ୍ଠାନର ଅସ୍ଥାୟୀ କେମ୍ପାସ ରହିଛି । 

ଆଧାର  ସମ୍ପାଦନା

  1. "Ralang Monastery". Buddhist-temples.com. Retrieved November 21, 2009.

ବାହାର ଲିଙ୍କ  ସମ୍ପାଦନା