ରାନ୍ଧା
ରାନ୍ଧା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର କାନିଶି ତହସିଲର ଏକ ବିଶିଷ୍ଟ ଗ୍ରାମ । ଏହା ଛାତ୍ରପୁରଠାରୁ 31.2 କିଲୋମିଟର ।ଏହାକୁ ବରହମପୁର ମହାନଗରର ସହରତଳି ଅଞ୍ଚଳ କୁହାଯାଇପାରେ । [୧]
konisi | |
---|---|
Village | |
Country | India |
State | Odisha |
District | Ganjam |
Time zone | UTC+5:30 (IST) |
PIN | 761008 |
Telephone code | 0680 |
ଭୌଗୋଳିକ
ସମ୍ପାଦନାରାନ୍ଧାର ଭୌଗୋଳିକାବସ୍ଥିତି 19°23'31"N 84°45'9"E (19.38164 84.76059).ଚିତ୍ରାଡ଼ା,ପଞ୍ଚମା ଗୋଲାନ୍ଥାର ଆଦି ଏହାର ନିକଟବରତି ଗ୍ରାମ ।
ବୃତ୍ତି
ସମ୍ପାଦନାଏଠାରେ ବସବାସ କରୁଥିବା ଅନେକ ଲୋକ ବରହମପୁର ସହରରେ କାର୍ଯ୍ୟ କରନ୍ତି ।[୨] .[୩] ଏଠାରେ ଚାଷ ଲୋକଙ୍କମୁଖ୍ୟ ଜୀବିକା ଥିଲେ ମଧ୍ୟ ବ୍ୟବସାୟ ମଧ୍ୟ ବହୁ ପରିମାଣରେ ହେଇଥାଏ ।
ମନ୍ଦିର ଓ ଯାନୀ ଯାତ୍ରା
ସମ୍ପାଦନାଏଠାକାର ଅଧିକାଂଶ ଅଧିବାସୀ ହିନ୍ଦୁ ସଂପ୍ରଦାଯର । ଏଠାରେ ବହୁ ସଂଖ୍ୟାରେ ମନ୍ଦିର ରହିଛି । ମୁକ୍ତେଶ୍ୱର ମନ୍ଦିର ସେ ।ମଧ୍ୟ ରୁ ଅନ୍ୟତମ । ସେଠାରେ ଦୀପାବଳି , ଦଶହରା , ଗଣେଶ ପୂଜା ଆଦି ପାଳିତ ହୁଏ
ଠାକୁରାଣୀ ଯାତ୍ରା
ସମ୍ପାଦନାଏହି ଗ୍ରାମର " ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା " ବିଖ୍ୟାତ । ଯାତ୍ରାକୁ ଅନେକ ଅଞ୍ଚଳର ଲୋକ ଆସି ମେଲୋଡି ସହ , ଅପେରା , ଓ ଅନନ୍ୟ କରଜ୍ୟକରମ ହେଇଥାଏ ।
ଦର୍ଶନୀୟ ସ୍ଥାନ
ସମ୍ପାଦନାନିକଟବରତି ଦର୍ଶନୀୟ ସ୍ଥାନ ସବୁ ,
- ଗୋପାଳପୁର -ଅନ - ସୀ
- ଶିଳ୍କ ସିଟି ବରହମପୁର
- ତରା ତାରିଣୀ ମନ୍ଦିର
- ପଞ୍ଚମା ଗମେଷ ମନ୍ଦିର IRE ବନ୍ଦର
- ସୋନା ପୁର ବେଳାଭୂମି
- ସିଦ୍ଧ ଭୈରବୀ ମନ୍ଦିର
ଶିକ୍ଷା
ସମ୍ପାଦନାରାନ୍ଧା ଥରେ କଲେଜ , ସଂକଲ୍ପ ସ୍କୁଲ ଓ ଅନନ୍ୟ ଶିକ୍ଷାନୁଷ୍ଠାନ ରହିଛି । ଏଠାରେ ବାଇସେୟିକ ଶିକ୍ଷା ପାଇଁ ଗାନ୍ଧୀ ଇନ୍ସଟିଟିଉଟକୁ ସାରା ରାଜ୍ୟର ଛତ୍ର ଛାତ୍ରୀମାନେ ଆସି ଶିକ୍ଷା ନିଅନ୍ତି । ଏହା ଏକ ପ୍ରତିଷ୍ଠିତ ଇଂଜିନିଯରିଂ କଲେଜ । [୪]. ଏହା ସହ ଏଠାରେ ରୋଲ୍ଯାଣ୍ଡ ଇନ୍ସଟିଟୁଟ ଓ ଜାତୀୟ ପ୍ରତିଷ୍ଠାନ ରହିଛି ।
ବେଙ୍କ ସେବା
ସମ୍ପାଦନାଏହି ଅଞ୍ଚଳରେ ଷ୍ଟେଟ ବେଙ୍କ ସହିତ ଅନନ୍ୟ ବେଙ୍କ ସୁବିଧା ଉପଲବ୍ଧ । .[୫]
ଆଧାର
ସମ୍ପାଦନା- ↑ B. Tripathi (1972). District Census Handbook : Series 16 : Orissa: Ganjam (3 v.). Orissa Government Press.
- ↑ "Women compelled to take dangerous journeys".
- ↑ "Women compelled to take dangerous journeys".
- ↑ "Tense situation prevails in Randha".
- ↑ "Rushikulya Gramya Bank to expand base".