ରାନିବେନ୍ନୁର

କର୍ଣାଟକ ରେ ଅବସ୍ଥିତ ଏକ ସହର।
(ରାନେବେନ୍ନୁରୁରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ranibennur
ଦେଶ India
ରାଜ୍ୟକର୍ଣ୍ଣାଟକ
ଜିଲ୍ଲାହବେରି
Elevation
1,922[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୮୯,୫୯୪
ଭାଷା
 • ସରକାରୀକନ୍ନଡ
Time zoneUTC+5:30 (IST)

ରାନିବେନ୍ନୁର ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ହବେରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ରାନିବେନ୍ନୁର ୧୪.୬୨୨୪ ଉତ୍ତର ଅକ୍ଷାଂଶ ଓ ୭୫.୬୨୯୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୨୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାନିବେନ୍ନୁର ସହରର ମୋଟ ଜନସଂଖ୍ୟା ୮୯୫୯୪ ଅଟେ ।[୨] ସେଥି ମଧ୍ୟରୁ ୫୧.୩୪% ଜଣ ପରୁଷ ହୋଇଥିବା ବେଳେ ୪୮.୬୬% ଜଣ ନାରୀ ଅଟନ୍ତି । ରାନିବେନ୍ନୁରର ସାକ୍ଷରତା ହାର ୬୯.୫୪% ଅଟେ । ଏହା ଜାତୀୟ ହାରଠାରୁ ୪.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୪% ପ୍ରତିଶତ ପୁରୁଷ ଓ ୩୦.୯୧% ନାରୀ ଅଟନ୍ତି । ୧୩.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

କନ୍ନଡ ରାନିବେନ୍ନୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା