ରାଧିକା ଚୌଧୁରୀ

ଭାରତୀୟ ଅଭିନେତ୍ରୀ

ରାଧିକା ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୦୧୦ରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପୁରସ୍କୃତ ହୋଇଥିଲା ।[୧]

ରାଧିକା ଚୌଧୁରୀ
Born
ରାଧିକା ଚୌଧୁରୀ
Occupation(s)ଅଭିନେତ୍ରୀ, ନିର୍ଦ୍ଦେଶକ
Years active୧୯୯୯–ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନା

ରଧିକା ପୁଣେ ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗରେ ସ୍ନାତକତ୍ତୋର ହାସଲ କରିଥିଲେ । ସେ ପାଖାପାଖି ୩୦ଟି ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ର ମଧ୍ୟରେ ତେରେ ନାମ୍ ଏବଂ ଖୁସିରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।

୨୦୧୦ରେ ରାଧିକା ଜଣେ ନିର୍ଦ୍ଦଶିକା ଭାବରେ ଲସ୍ ଆଞ୍ଜେଲସ୍‌ର କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଅରେଞ୍ଜ ବ୍ଲୋଜମ୍‌ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ପୁରସ୍କୃତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଏକାକିନୀ ମାଆ ଉପରେ ଆଧାରିତ ।[୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୯ ସାମ୍ବାଇ ତେଲୁଗୁ
କାନ୍ନୁପଡ଼ୁ ପୋଗୁତାଇ ତାମିଲ
ଟାଇମ୍ ତାମିଲ
୨୦୦୦ ସିମ୍ମାସନମ୍ ତାମିଲ
କ୍ରୋଧମ୍ ୨ ତାମିଲ
ପ୍ରିୟାମାନବଲେ ସୋମ୍ୟା ତାମିଲ
୨୦୦୧ ହୁଛୁନା ମାଦୁବେଲି ଉନ୍ଦୋନେ ଜାନା କନ୍ନଡ଼
ମିଡିଲ୍ କ୍ଲାସ୍ ମାଧବନ୍ ତାମିଲ
କୁଙ୍ଗୁମା ପୋଟ୍ଟୁ ଗୌନ୍ଦର ତାମିଲ
ନୁବ୍ଭୁ ନେନୁ ପ୍ରିଯା ତେଲୁଗୁ
ପାର୍ଥଲେ ପାରଭାଷମ୍ ରେଖା ତାମିଲ
୨୦୦୨ ଶାକାଲାକା ବେବି ତାମିଲ
ତପ୍ପୁଚେସି ପାପ୍ପୁକୋଡ଼ୁ ଚୀଚା ତେଲୁଗୁ
ନନ୍ଦି ପିଙ୍କି କନ୍ନଡ଼
୨୦୦୩ ଖୁସି ରୋମା ହିନ୍ଦୀ
ବିକଦାନ୍ ତାମିଲ
ତେରେ ନାମ୍ ହିନ୍ଦୀ
ମା ଅଲ୍ଲୁଡ଼ୁ ଭେରି ଗୁଡ୍ ତେଲୁଗୁ ଅତିଥୀ କଳାକାର
୨୦୦୩ ଓକା ପେଲ୍ଲମ୍ ମୁଦ୍ଦୁ ରେଣ୍ଡୋ ପେଲ୍ଲମ୍ ବାଡ଼ୁ ତେଲୁଗୁ
ଏଇଥେ ଏଣ୍ଟି ତେଲୁଗୁ
ମୀ ଏଣ୍ଟିକୋସ୍ତେ ଏମିସ୍ତାରୁ ମା ଏଣ୍ଡିକୋସ୍ତେ ଏମି ତେସ୍ତାରୁ ତେଲୁଗୁ
୨୦୦୪ ଏନ୍ ପୁରୁଷନ୍ ଏଥିରି ଭୀଟୁ ପୋନ୍ନୁ ତାମିଲ
୨୦୧୦ ଦ ହଞ୍ଚବ୍ୟାକ୍ ଇଂରାଜୀ

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2019-03-31. Retrieved 2017-03-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-07-07. Retrieved 2017-03-19. {{cite web}}: Cite has empty unknown parameter: |1= (help)