ରାଧିକା ଚୌଧୁରୀ
ଭାରତୀୟ ଅଭିନେତ୍ରୀ
ରାଧିକା ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୦୧୦ରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପୁରସ୍କୃତ ହୋଇଥିଲା ।[୧]
ରାଧିକା ଚୌଧୁରୀ | |
---|---|
ଜନ୍ମ | ରାଧିକା ଚୌଧୁରୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୯୯–ଏବେଯାଏଁ |
ଅଭିନୟ ଜୀବନ
ସମ୍ପାଦନାରଧିକା ପୁଣେ ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗରେ ସ୍ନାତକତ୍ତୋର ହାସଲ କରିଥିଲେ । ସେ ପାଖାପାଖି ୩୦ଟି ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ର ମଧ୍ୟରେ ତେରେ ନାମ୍ ଏବଂ ଖୁସିରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।
୨୦୧୦ରେ ରାଧିକା ଜଣେ ନିର୍ଦ୍ଦଶିକା ଭାବରେ ଲସ୍ ଆଞ୍ଜେଲସ୍ର କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଅରେଞ୍ଜ ବ୍ଲୋଜମ୍ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ପୁରସ୍କୃତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଏକାକିନୀ ମାଆ ଉପରେ ଆଧାରିତ ।[୨]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୯ | ସାମ୍ବାଇ | ତେଲୁଗୁ | ||
କାନ୍ନୁପଡ଼ୁ ପୋଗୁତାଇ | ତାମିଲ | |||
ଟାଇମ୍ | ତାମିଲ | |||
୨୦୦୦ | ସିମ୍ମାସନମ୍ | ତାମିଲ | ||
କ୍ରୋଧମ୍ ୨ | ତାମିଲ | |||
ପ୍ରିୟାମାନବଲେ | ସୋମ୍ୟା | ତାମିଲ | ||
୨୦୦୧ | ହୁଛୁନା ମାଦୁବେଲି ଉନ୍ଦୋନେ ଜାନା | କନ୍ନଡ଼ | ||
ମିଡିଲ୍ କ୍ଲାସ୍ ମାଧବନ୍ | ତାମିଲ | |||
କୁଙ୍ଗୁମା ପୋଟ୍ଟୁ ଗୌନ୍ଦର | ତାମିଲ | |||
ନୁବ୍ଭୁ ନେନୁ | ପ୍ରିଯା | ତେଲୁଗୁ | ||
ପାର୍ଥଲେ ପାରଭାଷମ୍ | ରେଖା | ତାମିଲ | ||
୨୦୦୨ | ଶାକାଲାକା ବେବି | ତାମିଲ | ||
ତପ୍ପୁଚେସି ପାପ୍ପୁକୋଡ଼ୁ | ଚୀଚା | ତେଲୁଗୁ | ||
ନନ୍ଦି | ପିଙ୍କି | କନ୍ନଡ଼ | ||
୨୦୦୩ | ଖୁସି | ରୋମା | ହିନ୍ଦୀ | |
ବିକଦାନ୍ | ତାମିଲ | |||
ତେରେ ନାମ୍ | ହିନ୍ଦୀ | |||
ମା ଅଲ୍ଲୁଡ଼ୁ ଭେରି ଗୁଡ୍ | ତେଲୁଗୁ | ଅତିଥୀ କଳାକାର | ||
୨୦୦୩ | ଓକା ପେଲ୍ଲମ୍ ମୁଦ୍ଦୁ ରେଣ୍ଡୋ ପେଲ୍ଲମ୍ ବାଡ଼ୁ | ତେଲୁଗୁ | ||
ଏଇଥେ ଏଣ୍ଟି | ତେଲୁଗୁ | |||
ମୀ ଏଣ୍ଟିକୋସ୍ତେ ଏମିସ୍ତାରୁ ମା ଏଣ୍ଡିକୋସ୍ତେ ଏମି ତେସ୍ତାରୁ | ତେଲୁଗୁ | |||
୨୦୦୪ | ଏନ୍ ପୁରୁଷନ୍ ଏଥିରି ଭୀଟୁ ପୋନ୍ନୁ | ତାମିଲ | ||
୨୦୧୦ | ଦ ହଞ୍ଚବ୍ୟାକ୍ | ଇଂରାଜୀ |
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-03-31. Retrieved 2017-03-19.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-07-07. Retrieved 2017-03-19.
{{cite web}}
: Cite has empty unknown parameter:|1=
(help)