ରାଧା ଭରଦ୍ୱାଜ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ରାଧା ଭରଦ୍ୱାଜ ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ମାତା , ପ୍ରଯୋଜକ ତଥା ଚିତ୍ରନାଟ୍ୟ ଲେଖକ ।ସେ ତାଙ୍କର ବାଲ୍ୟକାଳରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାଇ ସେଠାରେ ଫିଲ୍ମ ନିର୍ମାଣ ଶିକ୍ଷା ଲାଭ କରିଥିଲେ ।ତାଙ୍କର ଲେଖା ଓ ନିର୍ଦ୍ଦେଶନାରେ ହେଇଥିବା ପ୍ରଥମ ଫିଲ୍ମ ହେଲା " Closet Land" ଏକ ମନସ୍ତାତ୍ୱିକ ନାଟକ ଭାବରେ ୧୯୯୧ ମସିହାରେ ୟୁନିଭର୍ସାଲ ପିକଚର ତରଫରୁ ନିର୍ମିତ ଏହି ଫିଲ୍ମଟି ଖୁବ ପ୍ରସଂଶିତ ହେଇଥିଲା ଓ ଭାରତୀୟ ମହିଳା ଭାବରେ ହଲିଉଡରେ ପ୍ରଥମ କରି ସେ ଏକ ମୁଖ୍ୟ ଫିଲ୍ମ ନିର୍ମାଣରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ହଲିଉଡର ଅନେକ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବା ସହ ସେ ଅନେକ ପୁରସ୍କାର ପାଇଥିଲେ । .[୧]
ରାଧା ଭରଦ୍ୱାଜ | |
---|---|
ଜନ୍ମ | |
ବୃତ୍ତି(ସମୂହ) | Film director, film producer, screenwriter |
ସକ୍ରିୟ ବର୍ଷ | 1991–present |
ୱେବସାଇଟ | www |
ତାଙ୍କର ପରବର୍ତ୍ତୀ ଅବଦାନ ଇଂଲଣ୍ଡର ପୃଷ୍ଠଭୂମି ଉଓରେ ପର୍ଯ୍ୟବସିତ ଏକ ରୋମାଞ୍ଚକର କାହାଣୀର ଫିଲ୍ମ " Basil" ଥିଲା । ଏହା ୧୯୯୮ ମସିହାରେ ନିର୍ମିତ ହେଇଥିଲା ଓ ଏହା ତାରଣ୍ଟୋ ଫିଲ୍ମ ଫେଷ୍ଟିଭାଲ ଓ ଲସ ଅଙ୍ଗେଲ୍ସ ଫିଲ୍ମ ଫେଷ୍ଟିଭାଲରେ ମୁଖ୍ୟ ଆକର୍ଷଣ ହେଇଥିଲା । . ଆମେରିକାରେ ଏହି ଫିଲ୍ମ ଖୁବ ସଫଳ ହେଇଥିଲା ।[୨] ବର୍ତ୍ତମାନ ସେ 2ଟି ଫିଲ୍ମ ନିର୍ମାଣରେ ବ୍ୟସ୍ତ ରହିଛନ୍ତି । .
ଆଧାର
ସମ୍ପାଦନା- ↑ "Radha Bharadwaj". Closet Land. Archived from the original on 2012-02-10. Retrieved 2010-07-02.
- ↑ "Basil (1998) – Misc Notes". TCM. Retrieved 2010-07-02.
ବାହାର ଲିଙ୍କ
ସମ୍ପାଦନା- Official website
- ଇଣ୍ଟରନେଟ ମୁଭି ଡାଟାବେସରେ Radha Bharadwaj